Ayushman Card: ବରିଷ୍ଠ ନାଗରିକମାନେ କିପରି 5 ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ପାଇପାରିବେ ଜାଣନ୍ତୁ
ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB PM-JAY) ଅଧୀନରେ ଅକ୍ଟୋବର 2024ରେ ଆରମ୍ଭ ହୋଇଥିଲା ଆୟୁଷ୍ମାନ ବୟ ବନ୍ଦନା କାର୍ଡ । ଏହାର ଲକ୍ଷ୍ୟ ହେଉଛି 70 ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର…