ପରିସ୍ରା କରିବା ସମୟରେ ପ୍ରବଳ ଜଳାପୋଡ଼ା ଏବଂ କୁଣ୍ଡେଇ ହେଉଛି କି? ଜାଣନ୍ତୁ କଣ କରିବେ

ନୂଆଦିଲ୍ଲୀ: ପରିସ୍ରା କରିବା ସମୟରେ ପ୍ରବଳ ଜଳାପୋଡ଼ା ଏବଂ କୁଣ୍ଡାଇ ହେବା ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ସମସ୍ୟା, ଯାହା ପ୍ରାୟତଃ ଲୋକଙ୍କୁ କଷ୍ଟ ଦେଇଥାଏ । ଏହା ପଛରେ ଅନେକ କାରଣ ଥାଇପାରେ, ଯେପରିକି କମ୍ ପାଣି…

BSNL ବଢ଼ାଇଲା Airtel-Jioର ଟେନସନ୍, ଚର୍ଚ୍ଚାରେ 180 ଦିନିଆ ପ୍ଲାନ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ BSNL ପୁଣି ଥରେ ନିଜର ନୂଆ ପ୍ଲାନ ପାଇଁ ଚର୍ଚ୍ଚାରେ ରହିଛି । ଜିଓ, ଏୟାରଟେଲ୍ ଏବଂ ଭି ଭଳି ଘରୋଇ କମ୍ପାନୀଗୁଡ଼ିକ ପ୍ରତି ମାସରେ ମହଙ୍ଗା ରିଚାର୍ଜ ପ୍ରଦାନ କରୁଥିବା ବେଳେ,…

(Video) ଯୁବକଙ୍କର ଏ କିପ୍ରକାର ମାନସିକତା…ମନ୍ଦିର ଭିତରକୁ ଯାଇ ମୂର୍ତ୍ତି ଫିଙ୍ଗି ପରିସ୍ରା କଲେ

ନୂଆଦିଲ୍ଲୀ: ଦିନକୁ ଦିନ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉଛି । ଏଭଳି ଏକ ଘଟଣା ପୁଣେରୁ ସାମ୍ନାକୁ ଆସିଛି । ଜଣେ ଯୁବକ ମନ୍ଦିରକୁ ଯାଇ ଭିତରେ ପରିସ୍ରା କରିଥିବା ଦେଖାଯାଇଛି । ଏହାର ଫଟୋ ଏବଂ ଭିଡିଓ ମଧ୍ୟ…

ସକାଳୁ ଚା’ ପିଇ ଦିନ ଆରମ୍ଭ କରୁଛନ୍ତି କି? ପଢ଼ନ୍ତୁ ପୁରା ଖବର

ନୂଆଦିଲ୍ଲୀ: ଭାରତରେ ଅନେକ ଲୋକଙ୍କ ପାଇଁ ଚା ବିନା ଦିନ ଆରମ୍ଭ ହୁଏ ନାହିଁ। କିଛି ଲୋକ ସକାଳୁ ଶୀଘ୍ର ଫ୍ରେସ୍ ହେବା ପାଇଁ ଚା ପିଅନ୍ତି, ଯେତେବେଳେ କିଛି ଲୋକ ଚା ପିଇବା ପରେ ହିଁ ଉଠିଥାନ୍ତି । କିନ୍ତୁ ସକାଳୁ ଖାଲି…

ଦାଢ଼ି ଭାଙ୍ଗିଦେଲା ସମ୍ପର୍କ..ଦାଢ଼ି କାଟିବାକୁ ମନା କରିବାରୁ ସ୍ୱାମୀଙ୍କୁ ଛାଡି ଦିଅର ସହିତ ପଳେଇଲା ସ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମିରଟରେ ବୈବାହିକ ବିବାଦର ଏକ ଅଜବ ମାମଲା ସାମ୍ନାକୁ  ଆସିଛି । ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଦେଇଛନ୍ତି କାରଣ ସେ ତାଙ୍କ ଦାଢ଼ି କାଟି ନଥିଲେ । ସେ…

‘ଆଜିର କାର୍ଯ୍ୟକ୍ରମ ଅନେକ ଲୋକଙ୍କ ନିଦ ହଜାଇ ଦେବ, ବାର୍ତ୍ତା ଯେଉଁଠାରେ ପହଞ୍ଚିବା କଥା ଥିଲା ସେଠାରେ ପହଞ୍ଚିଛି’: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେରଳର ଭିଳିଞ୍ଜମ ଅନ୍ତର୍ଜାତୀୟ ବନ୍ଦରର ଉଦଘାଟନ କରିଛନ୍ତି । ଏହି ସମୟରେ ସେ ବିରୋଧୀଙ୍କୁ କଟାକ୍ଷ କରି କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଅନେକ ଲୋକଙ୍କ ରାତି…

India-Pakistan Tension: ଭାରତ ସହିତ ଯୁଦ୍ଧ ହେଲେ କ’ଣ ପାକିସ୍ତାନ ଧ୍ୱଂସ ହୋଇଯିବ? ଭାଇରାଲ ହେଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମ ପରେ ଭାରତର ଦ୍ରୁତ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଭୟଭୀତ । ଏହି ଆକ୍ରମଣ ପରେ, ଭାରତୀୟ ସେନାର ତିନି ପ୍ରମୁଖଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି…

ସାବଧାନ! ଖରାଦିନେ ହିଟ୍ ରାସର ଶିକାର ହୋଇପାରନ୍ତି ଛୋଟ ଛୁଆ

ନୂଆଦିଲ୍ଲୀ: ବର୍ଦ୍ଧିତ ତାପମାତ୍ରା ଏବଂ ଅତ୍ୟଧିକ ଗରମ ଯୋଗୁଁ ପିଲାମାନଙ୍କ ଚର୍ମରେ ରାସ୍ ହୋଇଥାଏ । କିଛି କ୍ଷେତ୍ରରେ, ଏହି ଲକ୍ଷଣଗୁଡ଼ିକ ଦେଖିବା ପରେ ପିତାମାତା ଚିନ୍ତିତ ହୋଇଯାଆନ୍ତି, କିନ୍ତୁ ବିଶେଷଜ୍ଞମାନେ…

ମେ 5ରେ ବନ୍ଦ ହୋଇଯିବ Skype, ଜାଣନ୍ତୁ କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲା Microsoft

ନୂଆଦିଲ୍ଲୀ:  Skype ୟୁଜର୍ସଙ୍କୁ ଝଟକା ।  ମାଇକ୍ରୋସଫ୍ଟ ଏକ ବଡ଼ ଘୋଷଣା କରିଛି ଯେ ଏହା ୫ ମଇ, ୨୦୨୫ରେ ଏହାର ଭିଡିଓ କଲିଂ ସେବା Skype ବନ୍ଦ କରିବାକୁ ଯାଉଛି । ଇଣ୍ଟରନେଟରେ ଭିଡିଓ କଲିଂର ସବୁଠାରୁ ବଡ଼ ନାମ ଥିବା…

କାଳବୈଶାଖୀ ବର୍ଷାରେ ବେହାଲ୍ ଦିଲ୍ଲୀ, ଗଛ ପଡ଼ିବାରୁ ଚାଲିଗଲା 4 ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୋଟିଏ ପରିବାରର ଚାରି ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଅଛନ୍ତି । ସୂଚନା ଅନୁଯାୟୀ,…