CHARIDHAM

ଏସିଆରେ ବ୍ୟାପୁଛି Covid-19 ଭାଇରସ୍, ହଂକଂ ଏବଂ ସିଙ୍ଗାପୁରରେ ବି ବୃଦ୍ଧି ପାଇଛି ସଂକ୍ରମଣ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ବ୍ୟାପିବାରେ ଲାଗିଛି କୋଭିଡ-19 ଭାଇରସ୍ । ବ୍ଲୁମବର୍ଗ ରିପୋର୍ଟ କରିଛି ଯେ ଏସିଆର ଅନେକ ସ୍ଥାନରେ ଏକ ନୂତନ ଲହରୀ ବ୍ୟାପିବା ସହିତ ହଂକଂ ଏବଂ ସିଙ୍ଗାପୁରର ସ୍ୱାସ୍ଥ୍ୟ…

ଘୋଷଣା ହେଲା NEET MDS ରେଜଲ୍ଟ, ଏପରି ଡାଉନଲୋଡ କରନ୍ତୁ ସ୍କୋରକାର୍ଡ

ନୂୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସ (NBEMS) ମାଷ୍ଟର ଅଫ୍ ଡେଣ୍ଟାଲ୍ ସର୍ଜରୀ ପାଇଁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET MDS 2025) ଫଳାଫଳ ପ୍ରକାଶ କରିଛି…

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, 28 ପରେ ହୋଇପାରେ ବର୍ଷା

ଭୁବନେଶ୍ବର: ଗତ କିଛି ଦିନ ହେବ ଜଳୁଛି ପଶ୍ଚିମ ଓଡ଼ିଶା । ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ଆଶ୍ବସ୍ତିକର ଖବର ମିଳିଛି । ମେ ମାସ ଶେଷ ବେଳକୁ ଉତ୍ତର…

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆରମ୍ଭ ହେଲା ଫର୍ମ ପୂରଣ, ପରୀକ୍ଷା କେବେ ଜାଣନ୍ତୁ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀ, ଏମପି ହୋଇଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୁଯୋଗ ଦିଆଯାଇଛି । ଏହି ଦିନ ଫର୍ମ…

ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ, ପଇଡ ତୋଳା ବିବାଦକୁ ନେଇ ବୀଭତ୍ସ ହତ୍ୟା

ପୁରୀ: କିଛି ଦିନରେ ବିରତି ପରେ ପୁଣିଥରେ ଶ୍ରୀକ୍ଷେତ୍ରରୁ ହତ୍ୟା ଖବର ସାମ୍ନାକୁ ଆସିଛି । ପଇଡ ତୋଳା ବିବାଦକୁ ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘରେ ଶୋଇଥିବା ବେଳେ ଯୁବକଙ୍କୁ ହାଣି…

National Dengue Day 2025: ପରିବାରକୁ ଡେଙ୍ଗୁ ମଶାଙ୍କଠାରୁ ଏହିପରି ରକ୍ଷା କରନ୍ତୁ, ଏହି ଟିପ୍ସ ଆପଣାଇଲେ ପାଖ ମାଡିବେନି

ନୂଆଦିଲ୍ଲୀ: ମଶା ଦ୍ୱାରା ହେଉଥିବା ମାରାତ୍ମକ ରୋଗ ମଧ୍ୟରୁ ଡେଙ୍ଗୁ ଗୋଟିଏ । ଏଡିସ୍ ଏଜିପ୍ଟି ନାମକ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ହୁଏ । ମଶା ସାଧାରଣତଃ ସାରା ରାତି ଶୋଇବାକୁ ଦିଅନ୍ତି ନାହିଁ ଏବଂ ଆପଣଙ୍କର…

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଚାଲିଗଲା ୩ ଜଣଙ୍କ ଜୀବନ

ଭୁବନେଶ୍ବର: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗଛରେ କାର୍ ପିଟି ହେବା କାରଣରୁ 3ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଭାରସାମ୍ୟ ହରାଇଲା କାର୍- ବୈପାରୀଗୁଡ଼ା ଥାନା ଚନ୍ଦ୍ରପଡ଼ା ନିକଟରେ ଏହି…

ମାଡ଼ ପରେ ଶାନ୍ତି କଥା ମନେ ପକାଇଲେ ଶେହବାଜ୍, କହିଲେ ଆମେ ଭାରତ ସହିତ ଆଲୋଚନା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ମଧ୍ୟରେ ଦୁଇ ଦେଶ ମଧ୍ୟରେ ବିବାଦର କିଛି ଦିନ ପରେ ମୁଣ୍ଡ ନୁଆଁଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ । ସେ ଗୁରୁବାର କହିଛନ୍ତି ଯେ ସେ ଭାରତ ସହିତ ଶାନ୍ତି ଆଲୋଚନା…

ପ୍ରତିବାଦ ସମୟରେ ପୋଲିସ ସହିତ ଶିକ୍ଷକଙ୍କ ଧସ୍ତାଧସ୍ତି, ଭାଇରାଲ ହେଉଛି Video

ନୂଆଦିଲ୍ଲୀ: କୋଲକାତାରେ ଏକ ପ୍ରତିବାଦ ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଚାକିରି ହରାଇଥିବା ଶହ ଶହ ବଙ୍ଗୀୟ ଶିକ୍ଷକଙ୍କ ସହିତ ପୋଲିସ ହାତାହାତି ହୋଇଥିବା ଦେଖାଯାଇଥିଲା । ପ୍ରଦର୍ଶନକାରୀମାନେ ସଲ୍ଟ ଲେକରେ…

୩ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଆମ ବସ୍, ଘଟଣାସ୍ଥଳରେ ଶିଶୁର ମୃତ୍ୟୁ

ଭୁବନେଶ୍ବର: ପୁଣିଥରେ ମୁଣ୍ଡ ନେଲା ଲକ୍ଷ୍ମୀ ବସ୍ । ଲକ୍ଷ୍ମୀ ବସ୍ ଧକ୍କାରେ ଶିଶୁପୁତ୍ର ମୃତ । ଅନ୍ୟପଟେ ମା’ ଓ ବାପା ଗୁରୁତର ଆହତ ହୋଇଛନ୍ତି । ଖୋର୍ଦ୍ଧା ଆଦର୍ଶ ଥାନା ବରସାହି କୁମ୍ଭିଲେ ଛକ ନିକଟରେ ଦୁର୍ଘଟଣା…