କେବେ ନାଲୀ କଦଳୀ ଖାଇଛନ୍ତି କି ? ଶରୀର ଉପରେ କ’ଣ ପ୍ରଭାବ ପକାଏ ଜାଣନ୍ତୁ
ନୂଆଦିଲ୍ଲୀ: ଦିନସାରା ଉର୍ଜାଳୁ ଅନୁଭବ କରିବା ପାଇଁ ଅଧିକାଂଶ ଲୋକ ପ୍ରୋଟିନ୍ ଯୁକ୍ତ ହଳଦିଆ କଦଳୀ ଖାଇଥାନ୍ତି। କିନ୍ତୁ ଲାଲ କଦଳୀର ସ୍ୱାଦ ହଳଦିଆ କଦଳୀ ଅପେକ୍ଷା ମିଠା। ଦକ୍ଷିଣ ଭାରତରେ ଲାଲ ରଙ୍ଗର କଦଳୀ ଚାଷ କରାଯାଏ…