ମାସକୁ ଦୁଇଥର ଗାଧୋଉଛନ୍ତି ସ୍ବାମୀ, ଗନ୍ଧ ହେଉଛି…. ମୁଁ ଛାଡପତ୍ର ଦେବି କହିଲେ ସ୍ତ୍ରୀ
ନୂଆଦିଲ୍ଲୀ: କୌଣସି ବ୍ୟକ୍ତି ଛାଡପତ୍ର ନେବା ଆଗରୁ 100 ଥର ଭାବିଥାନ୍ତି । ସମାଜକୁ ଡରି ଅନେକ ଲୋକ ଇଚ୍ଛା ଥିଲେ ମଧ୍ୟ ଡିଭୋର୍ସ ଦିଅନ୍ତି ନାହିଁ । ତେବେ ଏହାରି ଭିତରେ ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ…