ବିବାହ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ କାର୍-ଟ୍ରାକ୍ଟର ଭିତରେ ମୁହାଁମୁହିଁ ଧକ୍କା, ଚାଲିଗଲା 8ଜଣଙ୍କ ପ୍ରାଣ
ନୂଆଦିଲ୍ଲୀ: ବିହାରର କଟିହାର ଜିଲ୍ଲାରେ ଏକ କାର ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ପୋଲିସ ମଙ୍ଗଳବାର ଦିନ କହିଛି ।…