Breaking: ଭିିଜିଲାନ୍ସ ଜାଲରେ ସରକାରୀ ବାବୁ, ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ୍
ଭୁବନେଶ୍ବର: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଢେଙ୍କାନାଳ ଆଠମଲ୍ଲିକରେ ରେଡ୍ କରାଯାଉଥିବା ସୂଚନା ରହିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଉଛି । ରେଡ୍…