CHARIDHAM

ଇଞ୍ଜେକ୍ସନ, ଟାବଲେଟ୍ କିମ୍ବା ତରଳ… ଶରୀରରେ ଔଷଧ ପହଞ୍ଚାଇବାରେ କେଉଁଟା ସର୍ବୋତ୍ତମ ଜାଣନ୍ତୁ

ନୂଆଦିଲ୍ଲୀ: ଯେତେବେଳେ କୌଣସି ବ୍ୟକ୍ତି ଅସୁସ୍ଥ ହୁଏ, ଡାକ୍ତର ତାଙ୍କ ଅବସ୍ଥା ଅନୁସାରେ ଔଷଧ ଦିଅନ୍ତି । ଡାକ୍ତରମାନେ ସେମାନଙ୍କ ରୋଗୀଙ୍କୁ ବିଭିନ୍ନ ପ୍ରକାରର ଔଷଧ ଦିଅନ୍ତି, ଯେଉଁଥିରେ ଟାବଲେଟ୍, କ୍ୟାପସୁଲ୍, ତରଳ…

ହୋଟେଲ୍ ମେଳି ନେଇ ନବୀନଙ୍କ ତାଗିଦ୍ ପ୍ରସଙ୍ଗ; ଆମେ କେହି ଚାକିରି କରୁନୁ, ଆମର ବୟସ ହେଲାଣି କହିଲେ ପ୍ରଫୁଲ୍ଲ

ଭୁବନେଶ୍ବର: ଜଳଜଳ ହୋଇ ଦିଶିଲା ବିଜେଡିର କନ୍ଦଳ । ବିଜେଡି ନେତାଙ୍କ ହୋଟେଲ୍ ମେଳି ନେଇ ନବୀନଙ୍କ ତାଗିଦ୍ ପ୍ରସଙ୍ଗରେ ବଡ଼ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ । ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ…

କିପରି ଚାଲେ ସରକାର? ଏନେଇ ବିଧାୟକଙ୍କୁ ପାଠ ପଢାଇବେ ଜେପି ନଡ୍ଡା

ଭୁବନେଶ୍ବର: ବିଜେପି କର୍ମଶାଳାରେ ବିଧାୟକଙ୍କୁ ତାଲିମ ଦେବେ ଜେପି ନଡ୍ଡା । ନୂଆ ବିଧାୟକଙ୍କୁ ସରକାର କେମିତି ଚାଲେ ବୁଝାଇବେ । ନଡ୍ଡାଙ୍କ ଠାରୁ ଶିକ୍ଷା ଗ୍ରହଣ କରିବେ ବିଧାୟକ । ବିଜେପି କର୍ମଶାଳାରେ ବିଧାୟକଙ୍କୁ…

Gold Price: ଆମେରିକା-ଚୀନ ଟାରିଫ ଓ୍ବାର ଭିତରେ ଆକାଶ ଛୁଆଁ ସୁନା ଦର, ୯୫ ହଜାର ପାର୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି ବିଶ୍ୱ ଅର୍ଥନୀତି ଉପରେ ଏକ ବଡ଼ ପ୍ରଭାବ ପକାଉଛି । ଏହି କାରଣ ପାଇଁ ଆଜି ରେକର୍ଡ ଭାଙ୍ଗିଛି ସୁନା ଦର । ଆଜି ସୁନାର ମୂଲ୍ୟ ୩% ବୃଦ୍ଧି ପାଇ…

Age Wise Walking: କେଉଁ ବୟସରେ କେତେ ପାଦ ଚାଲିବା ଉଚିତ ଜାଣନ୍ତୁ

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସ୍ୱାସ୍ଥ୍ୟ ଏବଂ ଫିଟନେସ ପାଇଁ ସମୟ ଦେବା ସବୁଠାରୁ କଷ୍ଟକର କାମ ହୋଇଗଲାଣି । ସାରା ଦିନ କାମ କରିବା ପରେ ଏତେ କ୍ଳାନ୍ତ ହୋଇଯାଉ ଯେ ଆମ ପାଖରେ ଚାଲିବା ପାଇଁ ଶକ୍ତି ମଧ୍ୟ…

Tariff War: ଚୀନ ଉପରେ ୧୨୫% ନୁହେଁ ୧୪୫% ଟାରିଫ୍ ଲାଗୁ, ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି । ୮ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଶୁଳ୍କ ବୃଦ୍ଧି କରାଯାଇଛି ଏବଂ ଏହି ନୂଆ ଟାରିଫ…

UPPSC CES 2024: ଜାରି ହେଲା ଆଡମିଟ୍ କାର୍ଡ, ଏହି 7 ଜିଲ୍ଲାରେ ହେବ ପରୀକ୍ଷା

ନୂଆଦିଲ୍ଲୀ:  ଉତ୍ତର ପ୍ରଦେଶ ପବ୍ଲିକ୍ ସର୍ଭିସ୍ କମିଶନ (UPPSC) UPPSC CES ପ୍ରିଲିମ୍ସ ଆଡମିଟ୍ କାର୍ଡ 2025 ପ୍ରକାଶ କରିଛି । UPPSC କମ୍ବାଇନ୍ ଷ୍ଟେଟ୍ ଇଞ୍ଜିନିୟରିଂ ସର୍ଭିସେସ୍ ପରୀକ୍ଷା 2024 ପାଇଁ ଆବେଦନ…

ଭାରତୀୟ ବଂଶୋଦ୍ଭବଙ୍କ କମାଲ: ଉଦ୍ଭାବନ କଲେ ସର୍କାଡିଆନ AI ଆପ୍, 7 ସେକେଣ୍ଡରେ ଚିହ୍ନଟ ହେଉଛି ହୃଦରୋଗ

ନୂଆଦିଲ୍ଲୀ: ଡଲାସରେ ରହୁଥିବା ୧୪ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଛାତ୍ର ସିଦ୍ଧାର୍ଥ ନନ୍ଦୟାଲା ତାଙ୍କର ନୂତନତମ ଉଦ୍ଭାବନ - ସର୍କାଡିଆନ୍ ଏଆଇ ସହିତ ପ୍ରଯୁକ୍ତିବିଦ୍ୟା ଏବଂ ଚିକିତ୍ସା ଉଭୟ କ୍ଷେତ୍ରରେ ହଇଚଇ ସୃଷ୍ଟି…

ବାଲିଯାତ୍ରା ପଡ଼ିଆରୁ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ, ଜେପି ନଡ୍ଡା କରିବେ ଲୋକାର୍ପଣ

ଭୁବନେଶ୍ବର: ଆଜି ଓଡ଼ିଶାରେ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହାସହିତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନାର ମଧ୍ୟ ଶୁଭାରମ୍ଭ ହେବ । କଟକର ବାଲିଯାତ୍ରା ପଡିଆରେ ଏନେଇ ଆୟୋଜନ…

ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର, ଏମ୍ସରେ ଭର୍ତ୍ତି ହୋଇଛି ଅଭିଯୁକ୍ତ

ଭୁବନେଶ୍ବର: ପୁଣି ରାଜଧାନୀରେ ଏନକାଉଣ୍ଟର । ଭୁବନେଶ୍ବରରେ ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର କରାଯାଇଥିବା ସୂଚନା ରହିଛି । ବ୍ରାଉନସୁଗାର ବେପାରୀ ଶେଖ ଜାମସେଦକୁ ଏନକାଉଣ୍ଟର କରିଛି ପୋଲିସ । ଖଣ୍ଡଗିରି…