ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପରେ ଗଜପତି ମହାରାଜଙ୍କର ପ୍ରତିକ୍ରିୟା, ‘ଉତ୍ତର ଦ୍ବାର ବାହାରେ ଅନ୍ନକ୍ଷେତ୍ର’

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ଗଜପତି ମହାରାଜ । ଅଧାପନ୍ତରିଆ ପ୍ରକଳ୍ପ, ମଠ ପୁନରୁଦ୍ଧାର ଆଦି କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏହା ପରେ ପ୍ରତିକ୍ରିୟା ଦେଇଥିଲେ ଗଜପତି ମହାରାଜ । ଉତ୍ତର…

ବିବାହ ବନ୍ଧନରେ ବାନ୍ଧିହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ସାମ୍ବାଦିକାଙ୍କୁ କଲେ ଘରଣୀ

ଭୁବନେଶ୍ବର: ଚାଲିଛି ରାଜନେତାଙ୍କ ବାହାଘର ଋତୁ । ତେବେ ଗତକାଲି ବିବାହ କରିଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ । ପ୍ରଦୀପ ଗୋଆରେ ଡେଷ୍ଟିନେସନ ଓେଡିଂ କରି ସାମ୍ବାଦିକା ସୁଶ୍ରୀ…

ବାପା ଭୁଲିଗଲା ରକ୍ତ ସମ୍ପର୍କ, ପୁଅକୁ ଛୁରୀ ଭୁସି ହତ୍ୟା କଲା

ଭୁବନେଶ୍ବର: ସୋରରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଜଣେ ନାବାଳକ ପୁଅକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଛି ବାପା । ଖଇରା ଥାନା ନରମା ଗାଁରେ ଦେଖାଯାଇଛି ଏହି ଅଭାବନୀୟ ଘଟଣା । ଖବର ଅନୁସାରେ, ମାଆକୁ…

ସରକାରଙ୍କ ବଡ଼ ଘୋଷଣା, ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଡ଼ ନିଷ୍ପତ୍ତି । ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଏପ୍ରିଲ…

Holi 2025: ଗାଇଡଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ, ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ

ଭୁବନେଶ୍ବର: ଆଉ ମାତ୍ର 2 ଦିନ ପରେ ରଙ୍ଗର ପର୍ବ  ହୋଲି । ଏନେଇ ବଜାର ପୁରା ରଙ୍ଗିନ । ବିଭିନ୍ନ ରଙ୍ଗ ବେରଙ୍ଗର ଅବିର ବିକ୍ରି କରୁଛନ୍ତି ଦୋକାନୀ । ଏହାରି ଭିତରେ କମିଶନରେଟ୍ ପୋଲିସ ହୋଲି ନେଇ ଗାଇଡଲାଇନ ଜାରି କରିଛି…

ଗୃହରେ ରାସନକାର୍ଡ ପ୍ରସଙ୍ଗ: KYCରେ କଟିଲେ 84 ହଜାର, କେଉଁଠି କେତେ ଜାଣନ୍ତୁ

ଭୁବନେଶ୍ବର:  ରାସନକାର୍ଡରେ  କେୱାଇସି ପ୍ରକ୍ରିୟା ଶେଷ ହୋଇଛି । ତେବେ ଆଜି ଗୃହରେ ଉଠିଛି ଭୂତ ରାସନକାର୍ଡ ପ୍ରସଙ୍ଗ । ରାଜ୍ୟରେ କେତେ ଭୂତ ରାସନକାର୍ଡଧାରୀ ଚିହ୍ନଟ ହେଲେ ବୋଲି ଅଶ୍ବିନୀ କୁମାର ପାତ୍ର ପ୍ରଶ୍ନ…

(Video) ତାରାଙ୍କୁ ନିଲମ୍ବନ ନେଇ ରାଗିଗଲେ ସୁର ରାଉତରାୟ, କହିଲେ ମୋ ସହ ହେଲେ ମୁଁ ଦାନ୍ତ ଭାଙ୍ଗି ଦେଇଥାନ୍ତି

ଭୁବନେଶ୍ବର: ବିଧାନସଭାରୁ 7ଦିନ ପାଇଁ ନିଲମ୍ବନ ହୋଇଛନ୍ତି ତାରା ବାହିନୀପତି । ତେବେ ଏହାକୁ କଂଗ୍ରେସ କର୍ମୀ ବିରୋଧ କରିଛନ୍ତି । ବିଜେଡି ମଧ୍ୟ କଂଗ୍ରେସ ସପୋର୍ଟରେ ବାହାରିଛି । ତେବେ ନିଲମ୍ବନ ନହଟିଲା ଯାଏଁ କେହି…

ଦିନ 12ଟାରୁ ଆକାଶରୁ ଅଗ୍ନିବର୍ଷା, ୩୭ ଟପିଲା ଝାରସୁଗୁଡ଼ା

ଭୁବନେଶ୍ବର: ଦିନ 12ଟାରୁ ଅସମ୍ଭାଳ ତାତି । ଦିନ ସାଢେ 11ଟା ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା 37 ଡିଗ୍ରୀ ଟପିଛି । ସାଢେ 11ଟା ସୁଦ୍ଧା ଝାରସୁଗୁଡ଼ାରେ 37.2 ଡିଗ୍ରୀ ଟପିଲା । କହିରଖୁଛୁ କି, ଗତକାଲି ଏହି ସମୟରେ…

ହୋଲି ଖୋଳିବା ପୂର୍ବରୁ ଏଭଳି ନିଅନ୍ତୁ କେଶ-ତ୍ବଚାର ଯତ୍ନ, ହେବନି କୌଣସି ସମସ୍ୟା

ନୂଆଦିଲ୍ଲୀ: ଆଉ ଦୁଇଦିନ ହେବ ହୋଲି ଉତ୍ସବ । ତେବେ ଏହା ଚର୍ମ ଏବଂ କେଶ ଉପରେ ପ୍ରଭାବ ପକାଇପାରେ । କାରଣ ହୋଲିର ଅଧିକାଂଶ ରଙ୍ଗ ରାସାୟନିକ, ଯାହା ଆପଣଙ୍କ କେଶ ଏବଂ ଚର୍ମକୁ କ୍ଷତି ପହଞ୍ଚାଇପାରେ । କିନ୍ତୁ ହୋଲି…

ହୋଲି ପୂର୍ବରୁ ଡାଉନ ହେଲା IRCTC ! ହୋଇପାରୁନି ତତକାଲ୍ ଟିକେଟ୍, ଜବାବ ଦେଲା ରେଲଓ୍ବେ

ନୂଆଦିଲ୍ଲୀ: ହୋଲି ଅବସରରେ ଟ୍ରେନ୍ ଟିକେଟ୍ ବୁକ୍ କରୁଥିବା ଯାତ୍ରୀମାନଙ୍କୁ ଏକ ବଡ଼ ଝଟକା ଲାଗିଛି । ଅନେକ ଉପଭୋକ୍ତା ଅଭିଯୋଗ କରିଛନ୍ତି ଯେ, IRCTC ୱେବସାଇଟ୍ ଡାଉନ୍ ଅଛି ଏବଂ ସେମାନେ ତତ୍କାଳ ଟିକେଟ୍ ବୁକ୍…