X Down: ପୁଣିଥରେ ଡାଉନ୍ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ଦେଖାଯାଉନି ପୋଷ୍ଟ

ନୂଆଦିଲ୍ଲୀ: ପୁଣିଥରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ । ୟୁଜର୍ସ ପୋଷ୍ଟ କରିବାରେ ଏବଂ ଅନ୍ୟ କାହାର ପୋଷ୍ଟ ଦେଖିବାରେ ସମସ୍ୟାର ସମୁଖୀନ ହେଉଛନ୍ତି । ସୋମଥିଙ୍ଗ ଓ୍ବେଣ୍ଟ ରନ ହିଁ ଦେଖାଯାଉଛି । କିନ୍ତୁ…

ବଢ଼ୁଛି ଗୁଟ୍‌ଖା, ତମାଖୁ ଟିକସ ଆୟ, ୨୦୨୪-୨୫ରେ ୧ ହଜାର ୪୭ କୋଟି ଟଙ୍କା ଆଦାୟ

ଭୁବନେଶ୍ବର: ରାଜ୍ୟରେ ଉଠିଲା ପାନ, ଗୁଟଖା ପ୍ରସଙ୍ଗ । ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ଦଶ ବର୍ଷ ମଧ୍ୟରେ ତମାଖୁ ଉତ୍ପାଦ ଏବଂ ପାନ ମସଲା ବିକ୍ରୟରୁ ଓଡ଼ିଶା…

IPL ଚେୟାରମ୍ୟାନଙ୍କୁ ନିର୍ଦ୍ଦେଶ, ପ୍ରସାରଣ ହେବନି ତମାଖୁ-ମଦ ବିଜ୍ଞାପନ

ନୂଆଦିଲ୍ଲୀ: ଆଇପିଏଲରେ ପ୍ରସାରଣ ହେବନି ଟବାକେ ବିଜ୍ଞାପନ । ଟବାକୋ, ଆଲ୍‌କହଲ୍‌ ବିଜ୍ଞାପନ ପ୍ରସାରଣ ନ କରିବାକୁ IPLକୁ ନିର୍ଦ୍ଦେଶ ଦିଆଯାଇଛି । IPLକୁ ଚିଠି ଲେଖି ନିର୍ଦ୍ଦେଶ ଦେଲା କେନ୍ଦ୍ର ସ୍ବାସ୍ଥ୍ୟ…

ଜାନୁଆରୀରେ କେତେ ମର୍ଡର କେତେ ଚୋରି? ରମେଶ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୃହରେ ଉଠିଲା ରାଜ୍ୟରେ ଅପରାଧ ପ୍ରସଙ୍ଗ । ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚଳିତ ୨୦୨୫ ଜାନୁଆରୀ ଥିଲା ରାଜ୍ୟରେ ଅପରାଧର ମାସ  । ଜାନୁଆରୀରେ ୧୧୧…

ଗୃହରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ, ସୋଫିଆଙ୍କ ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ୫ ବର୍ଷରେ କେତେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ସେନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫ ବର୍ଷରେ ସ୍କୁଲ ଓ କଲେଜରେ ୭୨ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ନେଇ…

NEET MDS 2025 ପାଇଁ ଆଜି ଆବେଦନର ଶେଷ ତାରିଖ, ଏପ୍ରିଲ 19ରେ ପରୀକ୍ଷା

ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସ (NBEMS) ଆଜି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ମାଷ୍ଟର ଅଫ୍ ଡେଣ୍ଟାଲ୍ ସର୍ଜରୀ (NEET MDS 2025) ପାଇଁ ପଞ୍ଜୀକରଣ…

ଅଫିସରେ କାମ କରିବା ସମୟରେ ନିଦକୁ ନେଇ ଚିନ୍ତିତ କି? ଏହି ଟିପ୍ସ ଆପଣାଇଲେ ଚୁଟକିରେ ଦୂର ହେବ ସମସ୍ୟା

ନୂଆଦିଲ୍ଲୀ: କିଛି ଲେକଙ୍କୁ କାମ କରିବା ସମୟରେ ନିଦ ଲାଗିଥାଏ । ଏପରି ପରିସ୍ଥିତିରେ, ନିଦ ନ ହେବା ପାଇଁ କିଛି ଆବଶ୍ୟକୀୟ ପଦକ୍ଷେପ ନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାମ କରିବା ସମୟରେ ଅଫିସରେ ନିଦ ଲାଗିବା ଦ୍ବାରା…

ଆଜିଠୁ ସ୍ନାତକୋତ୍ତର ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ, ପ୍ରବେଶିକା ପରୀକ୍ଷା ମାର୍କ ଅନୁଯାୟୀ ଚୟନ

ଭୁବନେଶ୍ବର: ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ପାଇଁ ଆବେଦନ ଆରମ୍ଭ ହେବ । ତେବେ ଆଜିଠୁ ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ 28 ଶେଷ ତାରିଖ ରହିଛି । ଏହାପରେ 29 ତାରିଖରେ ଫର୍ମ ସଂଶୋଧନ କରିପାରିବେ ।…

ଜୟନାରାୟଣଙ୍କ ବୟାନକୁ ନେଇ କମ୍ପଲା ଗୃହ, ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ଦ୍ୱିତୀୟ ଦିନ । ହେଲେ ଆଜି ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖାଯାଇଛି । ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ଉଭୟ ବିଜେଡି ଏବଂ କଂଗ୍ରେସ…

ରେସ୍ତୋରାଁର ଅଜବ ନିୟମ, ଖାଇବା ସମୟରେ ରାଜନୈତିକ ଆଲୋଚନାକୁ ନା

ନୂଆଦିଲ୍ଲୀ: ସାଧାରଣତଃ ଚା ଖଟି ଏବଂ ଖାଇବା ସମୟରେ ଖଟି ହୋଇଥାଏ । ରେସ୍ତୋରାଁ ଯାଇ ଖାଇବା ସମୟରେ ଲୋକେ ଅନେକ ପ୍ରକାରର ଟପିକକୁ ନେଇ ଆଲୋଚନା କରିଥାନ୍ତି । ରାଜନୈତିକ, ପାରିବାରିକ, କ୍ରିକେଟ, ଫିଲ୍ମ ଆଦି ବିଷୟକୁ ନେଇ…