କୌଣସି ଜାତି ମନ୍ଦିରର ମାଲିକାନା ଦାବି କରିପାରିବେ ନାହିଁ: ମାଡ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ: କୌଣସି ଜାତି ମନ୍ଦିରର ମାଲିକାନା ଦାବି କରିପାରିବ ନାହିଁ ଏବଂ ଜାତି ପରିଚୟ ଉପରେ ଆଧାରିତ ମନ୍ଦିର ପ୍ରଶାସନ ଭାରତୀୟ ସମ୍ବିଧାନ ଅନୁଯାୟୀ ଏକ ସୁରକ୍ଷିତ ଧାର୍ମିକ ପ୍ରଥା ନୁହେଁ । ଏଭଳି ରାୟ ଦେଇଛନ୍ତି…

ଚାଉଳ ଧୁଆ ପାଣିରେ ରହିଛି ପୋଷକ ତତ୍ତ୍ବ: ମୁହଁରେ ଲଗାଇଲେ ଦୂର ହେବ ବ୍ରଣ ଦାଗ

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ସୌନ୍ଦର୍ଯ୍ୟ ଚିକିତ୍ସାରେ ଚାଉଳ ପାଣି ବ୍ୟବହାର ହୋଇଆସୁଛି । କୋରିଆନ ମହିଳାମାନେ ସେମାନଙ୍କର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ଭାତ ପାଣିର ବହୁଳ ବ୍ୟବହାର କରନ୍ତି।  ଏଥିରେ ପ୍ରଚୁର…

Apple ଭାରତରେ ଲଞ୍ଚ କଲା iPad Air, ମିଳିବ M3 Chip ସହିତ Magic Keyboard

ନୂଆଦିଲ୍ଲୀ: ଆପଲ୍ ନୂଆ ଆଇପେଡ୍ ଏୟର ଲଞ୍ଚ କରିଛି । ଏହା ଏମପି 3 ଚିପ୍ ସହିତ ଆସିଥାଏ । ଏହି ଲାଟେଷ୍ଟ ଚିଫ୍ ଦ୍ବାରା ଏହି ଲାଟେଷ୍ଟ ପ୍ରଡକ୍ଟରେ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ଉନ୍ନତ AI ଫିଚର ମିଳିବ । ଏହି ନୂତନ ଆପଲ୍…

CISF Constable Recruitment 2025: ଦଶମ ପାସ୍ କରିଥିଲେ ମିଳିବ ସରକାରୀ ଚାକିରି, ଆଜିଠୁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ (CISF) କନଷ୍ଟେବଲ ଏବଂ ଟ୍ରେଡସମ୍ୟାନ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ…

ପ୍ରେମରେ ସଫଳତା ନମିଳିବାରୁ ସଇତାନ ସାଜିଲା ପ୍ରେମିକ, ପ୍ରେମିକାର ଗଳା କାଟି ନିଜେ ଜୀବନ ହାରିଲା

ଭୁବନେଶ୍ବର: ପ୍ରତ୍ୟେକ ଲୋକଙ୍କ ପାଇଁ ପ୍ରେମର ମାନେ କିଛି ଅଲଗା ରହିଥାଏ । ପ୍ରେମ ପାଇଁ ଲୋକେ ସୀମା ଲଂଘି ଯାଇଥାନ୍ତି । ମଙ୍ଗଳବାର କର୍ଣ୍ଣାଟକରୁ ଏକ ଅତ୍ୟନ୍ତ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ…

ଆଜି ମହାପ୍ରଭୁଙ୍କର ବନକଲାଗି, 5 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଭୁବନେଶ୍ବର: ଆଜି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ହେବ ସ୍ୱତନ୍ତ୍ର ନୀତି ହେବ । ତେଣୁ ଆଜି 5 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀଜିଉଙ୍କ ବନକଲାଗି ନୀତି…

ଗୁଣି ସନ୍ଦେହରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜଣଙ୍କୁ ପଥରରେ ଛେଚିଛେଚି ହତ୍ୟା

ଭୁବନେଶ୍ବର: ପୁଣିଥରେ ଗୋଷ୍ଠୀ ସଂଘର୍ଷ ଖବର ସାମ୍ନାକୁ ଆସୁଛି । ବଲାଙ୍ଗୀର ତୁଷୁରା ଥାନା ଆଠଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଦୁଇ ପରିବାର ମଧ୍ୟରେ ସଂଘର୍ଷ ଏବଂ ପିଟାପିଟି ହୋଇଥିବା ଜଣାପଡିଛି । ଏହି…

ଆଜିଠୁ ସବୁ ପଞ୍ଚାୟତରେ ସୁଭଦ୍ରା ରାଲି, ମହିଳା ଦିବସ ଯାଏଁ ଚାଲିବ

ଭୁବନେଶ୍ବର: ଆଜିଠୁ ରାଜ୍ୟର ସବୁ ପଞ୍ଚାୟତରେ ସୁଭଦ୍ରା ରାଲି ଆରମ୍ଭ ହେବ । ଏହା ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ 8 ତାରିଖ ଅର୍ଥାତ୍ ଅନ୍ତର୍ଜାତୀୟ ମହିଳା ଦିବସରେ ଶେଷ ହେବ । ମହିଳା ସଶକ୍ତିକରଣ ଏବଂ ସାମାଜିକ କଲ୍ୟାଣ…

ପାଣିପାଗ ବିଭାଗର ଆକଳନ: ଦୁଇ ଦିନ ବଢ଼ିବ ତାତି, ବୋହିବ ଗରମ ପବନ

ଭୁବନେଶ୍ବର: ଚଳିତ ବର୍ଷ ଫେବୃଆରୀ ମାସ ଅଧାରୁ ହିଁ ନିଦ ହଜାଇଲାଣି ଗରମ । ଏହାରି ଭିତରେ ପାଣିପାଗ ବିଭାଗର ଆକଳନ ଲୋକଙ୍କୁ ଆହୁରି ଚିନ୍ତାରେ ପକାଇ ଦେଇଛି । ଆଜି ଏବଂ ଗୁରୁବାର ଦିନ ତାପମାତ୍ରା 1ରୁ 2 ଡିଗ୍ରୀ ବୃଦ୍ଧି…

RRB RPF ସବ ଇନ୍ସପେକ୍ଟର ପରୀକ୍ଷା ଫଳ ଘୋଷିତ, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ରେଲୱେ ନିଯୁକ୍ତି ବୋର୍ଡ (RRB) ରେଲୱେ ସୁରକ୍ଷା ବଳ (RPF) 2024 ପରୀକ୍ଷାରେ ସବ-ଇନ୍ସପେକ୍ଟର (SI) ର ଫଳାଫଳ ଘୋଷଣା କରିଛି । ଏହି ପରୀକ୍ଷାରେ ମୋଟ ୪,୫୨୭ ଜଣ ପ୍ରାର୍ଥୀ ପାସ୍ କରିଛନ୍ତି । ନିଯୁକ୍ତି…