(Video) ଟ୍ରେନ ଟ୍ରାକରେ ଲୁହା ଖୁଣ୍ଟି, ଏମରଜେନ୍ସି ବ୍ରେକ ମାରିଲେ ପାଇଲଟ୍, ତାପରେ…
ନୂଆଦିଲ୍ଲୀ: ରେଳ ଦୁର୍ଘଟଣା ପାଇଁ ଷଡଯନ୍ତ୍ର କରାଯାଉଥିବା ଖବର ଗତ କିଛି ଦିନ ହେବ ହେଡଲାଇନରେ ରହିଛି । ଟ୍ରେନ ଟ୍ରାକରେ କେତେବେଳେ ଗ୍ୟାସ ସିଲିଣ୍ଡର ତ କେତେବେଳେ ସିମେଣ୍ଟ ସ୍ଲାବ ରଖିଥିବା ଖବର ସାମ୍ନାକୁ ଆସୁଛି ।…