ଟ୍ରେନ୍ ଉପରେ ଚଢ଼ି ଜିଅନ୍ତା ଜଳିଗଲେ ଯୁବକ, ସାମ୍ନାକୁ ଆସିଲା Live ଚିତ୍ର
ଭୁବନେଶ୍ବର: ରାୟଗଡ଼ା ରେଳ ଷ୍ଟେସନରେ ଭୟଙ୍କର ଦୁର୍ଘଟଣା । ଟ୍ରେନ ଉପରେ ଜୀଅନ୍ତା ଜଳିଗଲା ବ୍ୟକ୍ତି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଥିବା ଜଣାପଡିଛି ।
ଟ୍ରେନରେ ଜଳିଗଲେ- ସୂଚନା ଅନୁସାରେ, ଜଣେ ବ୍ୟକ୍ତି…