Annual Recharge Plan ଖୋଜୁଛନ୍ତି କି? ତାହେଲେ Jio, Airtel ଏବଂ Vi ମଧ୍ୟରୁ କେଉଁଟା ଶସ୍ତା ଜାଣନ୍ତୁ
ଭୁବନେଶ୍ବର: ଯଦି ଆପଣ ବାରମ୍ବାର ରିଚାର୍ଜ କରିବାରେ ସମସ୍ୟା ହେଉଛି ତେବେ ଆନୁଆଲ ପ୍ଲାନ କାମରେ ଆସିବ । ଏଥିରେ ବର୍ଷେ ପାଇଁ ଅସୀମିତ କଲିଂ, SMS ଏବଂ ଡାଟା ପ୍ୟାକ ମିଳିବ । ତେବେ ଜିଓ ଏୟାରଟେଲ ଏବଂ Vi ଭଳି ପ୍ଲାନରୁ…