ଚଲାପଥରେ କଣ୍ଟା ସାଜିଲେ କକା.. ପ୍ରାଇଭେଟ ଭିଡିଓ ଭାଇରାଲ କରିଦେବି କହି ଡ଼ରାଉଥିଲେ, ପେଟ୍ରୋଲ ଢାଳି ଜୀବନ ହାରିଲେ ଝିଆରି
ନୂଆଦିଲ୍ଲୀ:ବେଙ୍ଗାଲୁରୁର ଏକ ଟେକ୍ କମ୍ପାନୀରେ କାମ କରୁଥିବା ଜଣେ 24 ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ପୋଲିସର କହିବା ଅନୁଯାୟୀ, ଝିଅଟିର ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ଲିକ୍ କରିବାକୁ ଧମକ…