30 ବର୍ଷ ପରେ ମୀନ ରାଶିରେ ପ୍ରବେଶ କରିବେ ଶନି, ମାଲାମାଲ ହେବେ ଏହି 3 ରାଶିର ବ୍ୟକ୍ତି
ନୂଆଦିଲ୍ଲୀ: 30 ବର୍ଷ ପରେ ଆସିବାକୁ ଯାଉଛି ଅପୂର୍ବ ସଂଯୋଗ । ମୀନ ରାଶିକୁ ଚଳନ କରିବେ ଶନି । ଏହା ଦ୍ବାରା 3ଟି ରାଶିର ଭାଗ୍ୟ ଚମକିବ ବୋଲି ଜୋତିର୍ବିଦମାନେ କହିଛନ୍ତି ।
ମାର୍ଚ୍ଚ 29 ତାରିଖରେ ନ୍ୟାୟ ଦେବତା ଶନି…