ସାମୁହିକ ନରସଂହାର, ଗୋଟିଏ ପରିବାରର 5 ଜଣଙ୍କୁ ହତ୍ୟା, ବକ୍ସ ଖଟ ଭିତରୁ ମିଶିଲା 3 ଶିଶୁଙ୍କ ମୃତଦେହ
ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ମେରଠର ଲିସାଡି ଗେଟର ସୁହେଲ ଗାର୍ଡେନ୍ କଲୋନିରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ରହିଛନ୍ତି । ସମସ୍ତଙ୍କ…