ଘର ବସାଉ ବସାଉ ମିଳିଲା ଧୋକା, ବାହାଘର ଭିତରେ କନ୍ୟାକୁ ଲାଗିଲା ଝାଡ଼ା ତାପରେ….
ନୂଆଦିଲ୍ଲୀ: ଗୋରଖପୁର ଜିଲ୍ଲାର ଖଜନୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ବର ବିବାହ ଉତ୍ସବ ପୂର୍ବରୁ ନଗଦ ଟଙ୍କା, ପୋଷାକ ଏବଂ ଅଳଙ୍କାର ନେଇ ପଳାଇ ଯାଇଥିଲେ। ଶନିବାର ପୀଡିତାଙ୍କ ପକ୍ଷ ଏହି ସୂଚନା ଦେଇଛନ୍ତି। ଖଜ୍ନି ପୋଲିସ…