Breaking News ଦରଦାମ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି, 6ରେ ରଣହୁଙ୍କାର Ankita Jan 3, 2025 ଭୁବନେଶ୍ବର: ରାଜରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା 6 ତାରିଖରେ ଭୁବନେଶ୍ବରରେ ବିକ୍ଷୋଭ କରିବ ବିଜେଡି । ଲୋୟର ପିଏମଜିରୁ ଲୋକସେବା ଭବନ ଆଗରେ ବିକ୍ଷୋଭ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡି…
Breaking News ଟ୍ରାକରେ ବସି ପବଜୀ ଖେଳିବା ହେଲା କାଳ, 3 ସାଙ୍ଗକୁ ଚାପିଦେଲା ଟ୍ରେନ Ankita Jan 3, 2025 ନୂଆଦିଲ୍ଲୀ: ବିହାରର ବୈତିୟା ଜିଲ୍ଲାର ମୁଫାସିଲ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା । ପବଜୀ ନିଶାରେ ବାୟା ହୋଇ ଚାଲିଗଲା 3 ସାଙ୍ଗର ଜୀବନ । ଟ୍ରାକରେ ବସି କାନରେ ଇୟର ଫୋନ ଦେଇ ପବଜୀ ଖେଳୁଥିବା ବେଳେ ଚାପିଦେଲା ଟ୍ରେନ…
Breaking News ମହଙ୍ଗା ପଡିଲା ରାସ୍ତାରେ ପୋଲିସ ବାବୁଙ୍କ କଳି, ସସପେଣ୍ଡ କରିଦେଲେ ଏସପି Ankita Jan 3, 2025 ଭୁବନେଶ୍ବର: ନିଜ କର୍ମର ଫଳ ଭୋଗିଲେ ପୋଲିସ ବାବୁ । ରିଜର୍ଭ ପୋଲିସର 4 କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ବିଶୃଙ୍ଖଳା ଆଚରଣ ପାଇଁ ଏସପି ତାଙ୍କୁ ନିଲମ୍ବିତ କରିଛନ୍ତି । ରାସ୍ତାରେ ଉଭୟଙ୍କର ମଧ୍ୟରେ ମାରପିଟ…
Breaking News ଶୋଇଥିବା ବେଳେ ଭାଇଭଉଣୀଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ କଟକ ମେଡକାଲରେ ଭର୍ତ୍ତି Ankita Jan 3, 2025 ଭୁବନେଶ୍ବର: ଶୋଇଥିବା ବେଳେ ଭାଇଭଉଣୀଙ୍କୁ ଗୁଳିମାଡ଼ । ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଗୁଳିମାଡ଼ରେ ୧୧ ବର୍ଷୀୟ ଭାଇ ଓ ୧୫ ବର୍ଷୀୟ ଭଉଣୀ ଗୁରୁତର…
Breaking News Breaking: ଓଡିଶାକୁ ମିଳିଲା 27ତମ ରାଜ୍ୟପାଳ, ଶପଥ ନେଲେ ହରି ବାବୁ କମ୍ଭମ୍ପତି Ankita Jan 3, 2025 ଭୁବନେଶ୍ବର: ଓଡିଶାକୁ ମିଳିଲା ନୂଆ ରାଜ୍ୟପାଳ । ଶପଥ ନେଲେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍ପତି । ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ହରି ବାବୁ । ତେବେ ହାଇକୋର୍ଟର ମୁଖ୍ୟ ବିଚାରପତି ହରିବାବୁଙ୍କୁ ଶପଥ…
Breaking News ଇଏ କିପରି ସମ୍ଭବ…ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ, ହେଲେ ହମ୍ପସରେ ଛେଚି ହେବାକୁ ଫେରିପାଇଲେ ଜୀବନ Ankita Jan 3, 2025 ନୂଆଦିଲ୍ଲୀ: ରୋଗୀଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । ହେଲେ ଗୋଟିଏ ହମ୍ପସରେ ଛେଚିହେବାରୁ ବଞ୍ଚିଯାଇଛି ଜୀବନ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ ଅଟେ ।…
Breaking News (Video) Earthquake: ସକାଳୁ ସକାଳୁ ଭୟଙ୍କର ଭୂକମ୍ପ, 6.2 ତୀବ୍ରତାରେ ଥରିଲା ମାଟି Ankita Jan 3, 2025 ନୂଆଦିଲ୍ଲୀ: ଆଜି ସକାଳୁ ସକାଳୁ ଭୂକମ୍ପରେ ଥରିଲା ଚିଲିର କାଲାମା ନିକଟ ଆଣ୍ଟୋଫାଗାସ୍ତା ଅଞ୍ଚଳ । ଶକ୍ତିଶାଳୀ ଝଟକାରେ ଥରିଉଠିଲା ମାଟି । ଭୂକମ୍ପର ତୀବ୍ରତା 6.2 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ଏହି ଭୂକମ୍ପ…
Breaking News Breaking: ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଧମକପୂର୍ଣ୍ଣ ମେଲ୍ ପଠାଇଲା ପନ୍ନୁ, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ କରିବୁ Ankita Jan 3, 2025 ଭୁବନେଶ୍ବର: ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଧମକ ଦେଇଛି । ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ଭିଡିଓ ମେଲ୍ ପଠାଇଛି । ଭାରତୀୟ ଦିବସ ବ୍ୟାଘାତ ପାଇଁ ଏହି ଧମକପୂର୍ଣ୍ଣ ମେଲ୍ ପଠାଇଛି । ବରିଷ୍ଠ ସାମ୍ବାଦିକ ଅକ୍ଷୟ…
Breaking News ବୁଲା ଗୋରୁଙ୍କ ଯତ୍ନ ନେଲେ ସରକାର ଦେବେ 20 ହଜାର, ଗୋଶାଳା ପାଇଁ ମିଳିବ 52 ଲକ୍ଷ Ankita Jan 3, 2025 ଭୁବନେଶ୍ବର: ବୁଲା ଗୋରୁଙ୍କ ଯତ୍ନ ନେବା ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ଏମାନଙ୍କ ଯତ୍ନ ନେଲେ ବାର୍ଷିକ 20 ହଜାର ସହାୟତା ଦେବେ । ଏହାସହିତ ଗୋଶାଳା ନିର୍ମାଣ କରିବାକୁ ମଧ୍ୟ 52 ଲକ୍ଷ ମିଳିବ । ଏନେଇ…
Breaking News BSNL ସିମ୍ ବ୍ୟବହାର କରୁଛନ୍ତି କି? 15 ତାରିଖରୁ ବନ୍ଦ ହେବାକୁ ଯାଉଛି ଏହି ସର୍ଭିସ Ankita Jan 3, 2025 ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଏହାର ଗୋଟିଏ ସେବାକୁ ବନ୍ଦ କରିବାକୁ ଯାଉଛି । ଯାହା ଲକ୍ଷ ଲକ୍ଷ ଗ୍ରାହକଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । ପ୍ରକୃତରେ, ସରକାରୀ ଟେଲିକମ୍…