ମାଡି ଚାଲିଛି ଡେଙ୍ଗୁ, ବର୍ତ୍ତିବା ପାଇଁ ଆପଣାନ୍ତୁ ଟିପ୍ସ

କର୍ଣ୍ଣାଟକ:  କୁହାଯାଏ, ବର୍ଷା ଋତୁ ସାଙ୍ଗରେ ଅନେକ ପ୍ରକାର ରୋଗ ନେଇ ଆସିଥାଏ । ଏହି ଋତୁରେ ଅନେକ ପ୍ରକାର ସଂକ୍ରମଣ ସହିତ ରୋଗ ମଧ୍ୟ ହୋଇଥାଏ । ବିଶେଷ କରି ମଶାମାନଙ୍କ ଦ୍ବାରା ହେଉଥିବା ରୋଗ ବୃଦ୍ଧି ପାଇଥାଏ ।…