ସିରିଆକୁ ପ୍ରବେଶ କଲେ ବିଦ୍ରୋହୀ, ଭୟରେ ଦାମାସ୍କସ ଛାଡିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସିରିଆରେ ସ୍ଥିତି ଚିନ୍ତାଜନକ ରହିଛି । ବିଦ୍ରେହୀ ଗୋଷ୍ଠୀ ରାଜଧାନୀ ଦାମାସ୍କସରେ ପ୍ରେବଶ କରିଥିବା ନେଇ ଦାବି କରାଯାଉଛି । ତେବେ ବିଦ୍ରୋହ ଭୟରେ ରାଷ୍ଟ୍ରପତି ବଶାର ଅଲ ଅସଦ ଦାମାସ୍କସ ଛାଡି ପଳାଇଥିବା…

WhatsAppର ସାନଦାର ଫିଚର, ୟୁଜର୍ସ ଭୁଲିବେନି ମେସେଜ! ମନେ ପକାଇଦେବ…

ନୂଆଦିଲ୍ଲୀ: ପପୁଲାର ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ ସମୟେ ସମୟରେ ନିଜ ୟୁଜର୍ସଙ୍କ ପାଇଁ ଅପେଡେଟ ଆଣିଥାଏ । ୟୁଜର୍ସଙ୍କୁ ସହାୟତା କରିବା ପାଇଁ ହ୍ବାଟ୍ସଆପ୍ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିଥାଏ ।…

ଭାଇ ହେଲା ଭାଗାରୀ, ଭଉଣୀକୁ 11 ବର୍ଷ ଧରି ଦୁଷ୍କର୍ମ କଲା ତାପରେ…

ନୂଆଦିଲ୍ଲୀ: କୁହାଯାଏ ଭଉଣୀର ବିପଦର ଢାଲ ସାଜିଥାଏ ଭାଇ । କିନ୍ତୁ ଯୌନ ଲାଳଶା ପାଇଁ ବେଳେବେଳେ ରକ୍ଷକ ସାଜିଥାଏ ଭକ୍ଷକ । ଏଭଳି ଏକ ସମାନ ଘଟଣା ସାମ୍ନାକୁ ଆସିଛି ବିହାରରୁ । ବଡବାପା ଘରେ ରହି ପୀଡିତା ଜଣକ ପାଠ…

ଋତୁସ୍ରାବ ସମୟରେ ମୁଡ ସୁଇଂ ହେଉଛି କି? ଆପଣାନ୍ତୁ ଏହି ଡାଏଟ୍

ନୂଆଦିଲ୍ଲୀ: କୁହାଯାଏ ଋତୁସ୍ରାବରୁ ସ୍ବାସ୍ଥ୍ୟ ସମସ୍ୟା ଜଣାପଡିଥାଏ । 90 ପ୍ରତିଶତ ମହିଳାଙ୍କର ଋତୁସ୍ରାବ ହେଉଥିବା ବେଳେ ପ୍ରତ୍ୟେକଙ୍କ ଠାରେ ଭିନ୍ନଭିନ୍ନ ସମସ୍ୟା ଦେଖାଯାଇଥାଏ । ଏହି ସମୟରେ ମାନସିକ ଚିନ୍ତା,…

ମିଛେଇ କନ୍ୟା ପାଇଁ ହଟହଟା ହେଲା ବର; 150 ବରଯାତ୍ରୀ ନେଇ ଯାଇଥିଲା, ହେଲେ…….

ନୂଆଦିଲ୍ଲୀ: ମୁଣ୍ଡରେ ପଗଡି ପିନ୍ଧି ବରବେଶରେ ସଜେଇ ହେଲେ । 150 ଜଣ ବରଯାତ୍ରୀଙ୍କ ସଙ୍ଗେ କନ୍ୟା ଘର ଅଭିମୁଖେ ବାହାରିଲେ । ଭାବିଥିଲେ ମଣ୍ଡପରେ ପହଞ୍ଚିବା ବେଳେକୁ କନ୍ୟା ଘର ଲୋକେ ମର୍ଯ୍ୟାଦାର ସହିତ ସ୍ବାଗତ କରିବେ…

ପ୍ରଭାତି ପରିଡାଙ୍କ ସୂଚନା: ନିମ୍ନମାନର ଛତୁଆ ଯୋଗାଣ ପଡିଲା ମହଙ୍ଗା, 125ଟି ଗ୍ରୁପକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ବର: SHG ଗ୍ରୁପକୁ ନୋଟିସ । 125 ଗ୍ରୁପକୁ ନୋଟିସ କରାଯାଇଥିବା ସୂଚନା ରହିଛି । ତେବେ ନିମ୍ନମାନର ଛତୁଆ ଯୋଗାଣ ପାଇଁ ଏହି ନୋଟିସ କରାଯାଇଥିବା ଜଣାପଡିଛି । ନିମ୍ନ ମାନର ଛତୁଆ ପାଇଁ 125ଟି ଏସଏଚଜି ଗ୍ରୁପ…

ଗୃହରେ ଆଇନ ମନ୍ତ୍ରୀଙ୍କ ଉତ୍ତର: ବଢି ଚାଲିଛି ମଦ ବିକ୍ରି, ଆଗରେ ରହିଛି ବରଗଡ଼

ଭୁବନେଶ୍ବର: ରାଜ୍ୟରେ ବଢୁଛି ଅବକାରୀ ରାଜସ୍ବ । ବର୍ଷକୁ ବର୍ଷ ମଦ ବିକ୍ରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଏହା…

ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଜନ୍ମମାଟି ପାଇଁ ଗୁଣ୍ଡୁଚି ମୂଷା ପରି ଲଢିବି କହିଲେ ରାଷ୍ଟ୍ରପତି

ଭୁବନେଶ୍ବର: ମୟୂରଭଞ୍ଜକୁ 3 ରେଳ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ବାଙ୍ଗିରିପୋଷିରେ 3 ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବାଙ୍ଗିରିପୋଷି-ଗୋରୁମହିଷାଣି,…

ଧୋକା ଦେଲା Google Maps! ସର୍ଟକଟ୍ ଖୋଜୁଥିବା ବେଳେ ଦେଖାଇଲା ଭୁଲ ରାସ୍ତା, ଜଙ୍ଗଲରେ ରାତି ବିତାଇଲେ ପରିବାର

ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ଗୁଗଲ ମ୍ୟାପ ପାଇଁ ଜଣଙ୍କର ଜୀବନ ଯାଇଥିବା ବେଳେ ବର୍ତ୍ତମାନ ଅନ୍ୟ ଏକ ପରିବାରକୁ ଜଙ୍ଗଲରେ ଫସାଇ ଦେଇଥିବା ଖବର ସାମ୍ନାକୁ ଆସିଛି । ସର୍ଟକଟ୍ ରାସ୍ତା ବାଛିବା ପାଇଁ ପରିବାର ଲୋକେ ଗୁଗଲ…

(VIDEO)ଛାତି ଥରାଇଲା ଭଳି ଭିଡିଓ, ପ୍ରଥମେ ଛାତ ଫଟେଇଲା ପରେ ଗୁରୁଣ୍ଡି ଗୁରୁଣ୍ଡି ଘରକୁ ଆସିଲା 80 କିଲୋର ଅଜଗର

ଭୁବନେଶ୍ବର: ଦେଶ ତଥା ବିଶ୍ବରୁ ପ୍ରତିଦିନ ଭୟଙ୍କର ଭିଡିଓ ଆସୁଛି । କେତେବେଳେ ସିଂହ, ଚିତାବାଘ ରାସ୍ତାରେ ପ୍ରବେଶ କରୁଛନ୍ତି ତ କେତେବେଳେ ଘରେ ସାପ ପ୍ରବେଶ କରୁଛି ।  ଏହାରି ଭିତରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ…