ASO ଚାକିରି ବିକ୍ରି ପ୍ରସଙ୍ଗରେ କମ୍ପିଲା ଗୃହ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି

ଭୁବନେଶ୍ବର: ଗୃହକାର୍ଯ୍ୟ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ଗୃହରେ ବିଜେଡି ବିଧାୟକଙ୍କର ହଟ୍ଟଗୋଳ ଓ ନାରାବାଜି ଦେଖାଦେଇଥିଲା । ଏହା ପରେ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ ।…

ପୁଣି ସାମ୍ନାକୁ ଆସିଲା ଆଶ୍ରମ ଲିଳା! ନିଶା ବଟିକା ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ରଙ୍ଗିଲା ବାବାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବାବାଙ୍କ ଗୁମର ଫିଟିବାରେ ଲାଗିଛି । କଳ୍କୀ ବାବାଙ୍କ ପରେ ଆଉ ଏକ ବାବା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ନିଶା ଦେଇ ଦୁଷ୍କର୍ମ କରୁଥିଲେ ରଙ୍ଗିଲା ବାବା । ଏଭଳି ଅଭିଯୋଗ…

OSSTET Exam: ଜାନୁଆରୀ 17ରେ ପରୀକ୍ଷା, ଆବେଦନ କରିଛନ୍ତି 50 ହଜାର ଛାତ୍ରଛାତ୍ରୀ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(OSSTET)2024 ପାଇଁ ତାରିଖ ଘୋଷଣା କରିଛି । ଜାନୁଆରୀ 17 ତାରିଖରେ ଅନୁଷ୍ଠିତ ହେବ ପରୀକ୍ଷା । ପେପର 1 ଏବଂ ପେପର…

ଆଳୁ ପରେ ଅଣ୍ଡା ଚିନ୍ତା, ବଢି ଚାଲିଛି ଦାମ୍! ଭୁବନେଶ୍ବରରେ ଦର…

ଭୁବନେଶ୍ବର: ଦରବୃଦ୍ଧିକୁ ନେଇ ଏକ ପ୍ରକାର ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଆଳୁ ଦର ପରେ ଏବେ ଅଣ୍ଡା ଦର ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଅଣ୍ଡା ଦର 9ଟଙ୍କାରେ ବିକ୍ରି ହେଉଛି । ଆଳୁ ଦର ବୃଦ୍ଧି…

ବଢି ଚାଲିଛି ପଞ୍ଜିକରଣ ହେଲେ ମିଳୁନି ନିଯୁକ୍ତି, ଚାକିରି ଅପେକ୍ଷାରେ 12 ଲକ୍ଷ ଆଶାୟୀ

ଭୁବନେଶ୍ବର: ଓଡିଶାରେ ଉତ୍କଟ ଚାକିରି ସମସ୍ୟା । ଓଡିଶାର କର୍ମ ନିୟୋଜନ ପୋର୍ଟାଲରେ 12 ଲକ୍ଷ ପଞ୍ଜିକରଣ କରିଥିଲେ ହେଁ ସେମାନଙ୍କ ମଧ୍ୟରୁ ମାତ୍ର 2 ହଜାର 274 ଜଣଙ୍କୁ ନିଯୁକ୍ତି ମିଳିଛି । ଆଜି ଏନେଇ ବିଧାନସଭାରେ…

ସାଂସଦଙ୍କ ସିଟ୍ ତଳୁ ବାହାରିଲା ବିଡାବିଡା ନୋଟ୍, ଘୋଷଣା ପରେ ରାଜ୍ୟସଭାରେ ହଙ୍ଗାମା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ବାହାରିଲା ବିଡାବିଡା ନୋଟ୍ । 222 ନମ୍ବର ସିଟରୁ ବିଡାବିଡା 500 ଟଙ୍କିଆ ନୋଟ୍ ମିଳିଥିଲା ।  ତେବେ ଏହି ଆସନ ତେଲେଙ୍ଗାନାର କଂଗ୍ରେସ ଏମପି ଅଭିଷେକ ମନୁ ସିଂଭିଙ୍କର । ଏନେଇ…

ଉପରବେଢ଼ା ସ୍କୁଲରେ ପହଞ୍ଚିଲେ ମହାମହିମ, କହିଲେ ‘ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ଆବଶ୍ୟକ’

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନ । ଆଜି ନିଜ ଜନ୍ମମାଟି ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ମହାମହିମ । ନିଜ ଜିଲ୍ଲାରେ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ…

ଓଡିଶା ପାଇଁ ବିପଦ! ଦେଶରେ ଅନୁଗୁଳ ସବୁଠୁ ପ୍ରଦୂଷିତ ସହର, AQI 332

ଭୁବନେଶ୍ବର: ଦେଶର 6 ପ୍ରମୁଖ ପ୍ରଦୂଷିତ ସହର ଭିତରେ ରହିଛି ଓଡିଶାର ଦୁଇ ସହର । ଏହି ଲିଷ୍ଟରେ ରହିଛି ଅନୁଗୁଳ ଏବଂ ତାଳଚେର । ଅନୁଗୁଳରେ AQI 323 ରହିଥିବା ବେଳେ ଦେଶର ଚତୁର୍ଥ ପ୍ରଦୂଷିତ ସହର ବୋଲି ଜଣାପଡିଛି । ଦୁଇ…

ଲଗାତାର 11 ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା RBI, ଲୋନ ହାରରେ ହେବନି ପରିବର୍ତ୍ତନ

ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ରେପୋ ରେଟ । ଲଗାତାର 11 ଥର ପାଇଁ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ରେପୋ ରେଟ୍‌କୁ 6.5 ପ୍ରତିଶତରେ ସ୍ଥିର ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏମପିସି ବୈଠକ…

Breaking: ସସପେଣ୍ଡ ହେଲେ 3 ପୋଲିସ କର୍ମଚାରୀ, ତଦନ୍ତ କରିବାକୁ ଯାଇ ମାରିଥିଲେ ମାଡ

ଭୁବନେଶ୍ବର: ନିଲମ୍ବିତ ହେଲେ 3 ପୋଲିସ ଅଧିକାରୀ । କେନ୍ଦୁଝର ସଦର ଥାନାର 3 ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଜଣେ ଏଏସଆଇ ସହିତ 2ଜଣ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦୁଝର ଏସପି ଏହି 3…