ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା; ଆଜି ଆସିବ ଗାଇଡଲାଇନ୍, ଏହି ଦିନ ଆସିବ ଟଙ୍କା
ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଆଜି ସୁଭଦ୍ରାକୁ ନେଇ ଆସିବ ନୂଆ ଗାଇଡଲାଇନ୍ । ଦିନ 3ଟାରେ ବୈଠକ ବସିବା ନେଇ…