Breaking; ବାତ୍ୟାକୁ ନେଇ ବଡ ଖବର, ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍ !
ଭୁବନେଶ୍ବର: ମାଡି ଆସୁଛି ଭୀଷଣ ବାତ୍ୟା । ଅବପାତ ଆଜି ବାତ୍ୟାର ରୂପ ନେଇଥିବା ବେଳେ ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇପାରେ । ତେବେ ବାତ୍ୟା କେଉଁ ସ୍ଥାନରେ ଲ୍ୟାଣ୍ଡଫଲ କରିବ ସେନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା…