ସୁକନ୍ୟା ସମୃଦ୍ଧି ଯୋଜନାର ନିୟମରେ ପରିବର୍ତ୍ତନ, ଆଜି ହିଁ ଜାଣନ୍ତୁ.. ନଚେତ ଖୋଲିବନି ଆକାଉଣ୍ଟ
ନୂଆଦିଲ୍ଲୀ: ଝିଅମାନଙ୍କ ପାଇଁ ଆରମ୍ଭ ହୋଇଥିବା ସୁକନ୍ୟା ସମୃଦ୍ଧି ଯୋଜନା ପାଇଁ ନୂଆ ନିୟମ ଲାଗୁ କରିଛନ୍ତି ସରକାର । ଅକ୍ଟୋବର 1 ତାରିଖରୁ ଅର୍ଥ ମନ୍ତ୍ରାଳୟ ତରଫରୁ ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ପିପିଏଫ ସହିତ ଜଡିତ…