ପରମ ରୁଦ୍ର ସୁପର କମ୍ପ୍ୟୁଟର ଲଞ୍ଚ କଲେ ମୋଦୀ, ଆଉ ରହିବନି ଗବେଷଣା ଟେନସନ୍, ମିଳିବ ଏହି ଫାଇଦା
ନୂଆଦିଲ୍ଲୀ : ସୁପର କମ୍ପ୍ୟୁଟିଂ ଟେକ୍ନୋଲୋଜି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କ୍ରମରେ ଆଜି ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ (NSM)…