ବନ୍ୟା ବିତ୍ପାତ; ବୁଡି ଗଲା ଅନେକ ସହର, ବର୍ତ୍ତମାନ ସୁଦ୍ଧା ଗଲାଣି 112 ଜୀବନ

ନୂଆଦିଲ୍ଲୀ: ନେପାଳରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ପ୍ରକୃତି ଦେଖାଇଛି ତାଣ୍ଡବ ଲୀଳା । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବର୍ତ୍ତକମାନ ସୁଦ୍ଧା ନେପାଳରେ 112 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ସ୍ତରରେ ପ୍ରକାଶ…

ଆଜି 8.30ରୁ ବନ୍ଦ ହୋଇଯିବ ଇଣ୍ଟରନେଟ୍; 8ଘଣ୍ଟା ଚାଲିବନି ମୋବାଇଲ, ଜାଣନ୍ତୁ କାରଣ କଣ

ଆସାମ୍: ଆଜି ସକାଳ 8ଟା30ରୁ ଅପରାହ୍ନ 4ଟା30 ଯାଏଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ସମ୍ପୁର୍ଣ୍ଣ 8 ଘଣ୍ଟା ଠପ୍ ହୋଇଯିବ ମୋବାଇଲ୍ । ଆସାମ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…

Breaking: କାଳରାତ୍ରୀରେ କାଳ ହୋଇ ଆସିଲା, ଧକ୍କା ଦେଇ ନେଇଗଲା 6 ଜୀବନ

ମଧ୍ୟପ୍ରଦେଶ: ମଧ୍ୟରାତ୍ରୀରେ ଭୟଙ୍କର ସଡକ ଦୁର୍ଘଟଣା । କାଳରାତ୍ରୀରେ କାଳ ହୋଇ ଆସି 6ଜଣଙ୍କୁ ଖାଇଦେଲା । ମଧ୍ୟପ୍ରଦେଶର ମେହେର ଜିଲ୍ଲାରୁ ଆସିଛି ଏହି ଭୟଙ୍କର ଦୁର୍ଘଟଣାର ଖବର । ଦ୍ରୁତଗତିରେ ଆସି ଏକ ହାଇଓ୍ବାକୁ…

(Video) ଭରତପୁର ଥାନା ମାମଲା: ସୋମବାର ସାମ୍ନାକୁ ଆସିବ ସତ ! କାଲି ଗୁଜୁରାଟ ଯିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର(ଓଡିଶା ଭାସ୍କର): ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ସହ ନିର୍ଯାତନା ମାମଲା । ଆସନ୍ତାକାଲି (ରବିବାର) ଗୁଜୁରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍ । ଭରତପୁର ଥାନାର ନିଲମ୍ବିତ ଅଧିକାରୀଙ୍କ…

ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ, ସାରା ବିଶ୍ୱର ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ

ଭୁବନେଶ୍ବର(ଓଡିଶା ଭାସ୍କର) : ଉନ୍ମୋଚିତ ହୋଇଛି ମେକ୍ ଇନ୍ ଓଡିଶା କନକ୍ଲେଭ 2025ର ଲୋଗୋ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍କର୍ଷ ଓଡିଶା ନାଁରେ ଲୋଗୋ ଉନ୍ମୋଚିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ…

5000 ଟଙ୍କା ଭିତରେ ସ୍ମାର୍ଟ ଓ୍ବାଚ୍ ଖୋଜୁଛନ୍ତି କି ? Amazon Great Indian Festival Saleରେ ଏହି ଘଣ୍ଟାରେ ମିଳୁଛି ଦମଦାର ଡିସକାଉଣ୍ଟ

ନୂଆଦିଲ୍ଲୀ: ଆପଣ ଭଲ ଡିଲରେ ସ୍ମାର୍ଟ ଓ୍ବାଚ୍ କିଣିବା ନେଇ ଯୋଜନା କରିଛନ୍ତି କି ? ତାହେଲେ ଆଉ ଡେରି କାହିଁକି ଏହି ଘଣ୍ଟା ଉପରେ ମିଳୁଛି ଅଧିକ ଡିସକାଉଣ୍ଟ । ବର୍ଷର ସବୁଠାରୁ ବଡ ଆମାଜନ୍ ଗ୍ରେଟ ଇଣ୍ଡିଆ ଫେଷ୍ଟିବଲ୍…

ଆଜି ରାଜ୍ୟ କ୍ୟାବିନେଟ୍‍ ବୈଠକ, ଏହି ୪ଟି ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ବର : ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଅପରାହ୍ନ 5ଟାରେ ଏହି ବୈଠକ ବସିବା ନେଇ ଜଣାପଡିଛି ।  ତେବେ ଆଜିର…

(Video) ଉପମୁଖ୍ୟମନ୍ତ୍ରୀଙ୍କ ପୁଅ ବୋଲି କଣ କ୍ଷମା… ପୋଲିସ ଏସକର୍ଟରେ ରିଲ୍ସ କରି ନିୟମ ଭାଙ୍ଗିଲେ, ମନ୍ତ୍ରୀ କହୁଛନ୍ତି ମୋ…

ଭୁବନେଶ୍ବର : ଅଜବ ଦୃଶ୍ୟ । ଖୋଲା ଜିପରେ ଟ୍ରାଫିକ ନିୟମ ଭାଙ୍ଗି ରିଲ୍ସ କରୁଛନ୍ତି ଉପମୁଖ୍ୟମନ୍ତ୍ରୀଙ୍କ ପୁଅ । ତା ଉପରେ ପୁଣି ସୁରକ୍ଷା ଦେଉଛନ୍ତି ପୋଲିସ ବାବୁ । ପୋଲିସ ଏସକର୍ଟ ଭିତରେ ଯାଉଛନ୍ତି…

(Video) ଏବେ ଅଣ୍ଟା ଦରଜର ନୋ ଟେନସନ୍, ବସିକି ନୁହେଁ ଶୋଇକି ଚଲାଇପାରିବେ ବାଇକ୍

ନୂଆଦିଲ୍ଲୀ: ଦିନକୁ ଦିନ ଟେକ୍ନୋଲୋଜିରେ ଉନ୍ନତି ହେଉଛି । ନୂଆନୂଆ ଉତ୍ପାଦ ମାର୍କେଟକୁ ଆସୁଛି । ଗ୍ରାହକମାନଙ୍କ ପସନ୍ଦ ମୁତାବକ ମାର୍କେଟକୁ ଆଣୁଛନ୍ତି କମ୍ପାନୀ । ଏଭଳି ଏକ କୌତୁହଳ ବାଇକ୍ ବର୍ତ୍ତମାନ ମାର୍କେଟକୁ…

ଜମ୍ମୁକାଶ୍ମୀରରେ ଏନକାଉଣ୍ଟର; 4 ଯବାନ ଗୁରୁତର, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ଆଜି ସକାଳୁ ସକାଳୁ ଜମ୍ମୁକାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ମଧ୍ୟ ଏହା ଜାରି ରହିଛି । ତେବେ ଏହି ଏନକାଉଣ୍ଟରରେ 3ଜଣ ଯବାନ ଏବଂ ଜଣେ ପୋଲିସ…