ଲେବାନନ ଉପରେ ଇସ୍ରାଏଲର ରକେଟ ମାଡ, 40 ମୃତ

ନୂଆଦିଲ୍ଲୀ: ଇସ୍ରାଏଲ ପୁଣି ଥରେ ଲେବାନନ ଉପରେ ଆକ୍ରମଣ କରିଛି । ରକେଟ ମାଡରେ 40 ଜଣଙ୍କ ମୃତ୍ୟୁ ହେଇଥିବା ବେଳେ 60ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଲେବାନନ ବେକା ଉପତ୍ୟକାର ପୂର୍ବ ସହର ବାଲବେକ ନିକଟରେ ଆକ୍ରମଣ…

9000 କର୍ମଚାରୀଙ୍କୁ ବିଦା କଲା ଏହି କାର୍ କମ୍ପାନୀ, କହିଲା କାରଣ

ନୂଆଦିଲ୍ଲୀ: ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇଛି କାର ନିର୍ମାତା କମ୍ପାନୀ ନିସାନ୍ । ଜାପାନୀ ଅଟୋମେକର ଏକାସହିତ 9 ହଜାର କର୍ମଚାରୀଙ୍କୁ ବାହାର କରିଖଥିବା ନେଅଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । 2024-25 ସେଲ୍ସ ପାଇଁ…

Jioର 84 ଦିନିଆ ଶସ୍ତା ରିଚାର୍ଜ ପ୍ଲାନ, ଏତିକି ଟଙ୍କାରେ ମିଳିବ ଅନେକ ସୁବିଧା

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ପୁଣି ଏକ ଶସ୍ତା ପ୍ଲାନ ଆଣଛି ଜିଓ । କିଛି ଦିନ ତଳେ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିବା ବେଳେ ଏବେ ପୁଣି ହ୍ରାସ ହୋଇଛି । 84 ଦିନିଆ ରିଜାର୍ଚ ପ୍ଲାନର ଦାମ୍ ହ୍ରାସ କରିଛି…

(Video) ପାଣି ଭିତରେ କୁମ୍ଭୀର-ମଣିଷ ଲଢେଇ, କୁମ୍ଭୀର ଆଖିକୁ ଗୋଇଠା ମାରି ବଞ୍ଚିଗଲେ ଯୁବକ

ଭୁବନେଶ୍ବର(ଓଡିଶା ଭାସ୍କର): ଦିନକୁ ଦିନ ବିଭିନ୍ନ ଜିଲ୍ଲାରେ କୁମ୍ଭୀର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସ୍ଥାନକେ ଲୋକଙ୍କର ଅଜାଣତରେ ଜୀବନ ମଧ୍ୟ ଯାଉଛି । ଏଭଳି ଏକ ଖବର କେନ୍ଦ୍ରାପଡାରୁ ଆସିଛି । କୁମ୍ଭୀର…

ବ୍ୟାଙ୍କରେ ବଢିଲା ଲୋନ୍ ରେଟ୍, MCLR ବଢାଇବା କାରଣରୁ ଅଧିକ ହେଲା EMI

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ଲୋନ୍ ପାଇଁ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏଚଡିଏଫସି ବ୍ୟାଙ୍କରୁ ଲୋନ୍ ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ ଏବଂ ଆପଣଙ୍କର ଇଏମଆଇ ମଧ୍ୟ ବଢିପାରେ । ଯଦି ଦେଖିବା ଦେଶରେ…

ଟ୍ୟୁସନ ପାଇଁ ଘରକୁ ଡାକିନେଲା ଯୁବକ, ଦୁଷ୍କର୍ମ ଉଦ୍ୟମ କରିବାରୁ ରାସ୍ତାରେ ଅର୍ଦ୍ଧନଗ୍ନ ହୋଇ ଦୌଡିଲେ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: କାନପୁରରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି । ଦୁଷ୍କର୍ମରୁ ବଞ୍ଚିବା ପାଇଁ ରାସ୍ତାରେ ଅର୍ଦ୍ଧନଗ୍ନ ହୋଇ ଦୌଡିଲେ ଶିକ୍ଷୟିତ୍ରୀ । ସାଙ୍ଗ ସହିତ କଥା କରାଇବା ପାଇଁ ଘରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲା…

ପତଳା ହେବା ପାଇଁ ରୁଟି ଖାଉଛନ୍ତି କି? ଜାଣନ୍ତୁ ପ୍ରତିଦିନ କେତେଟା ଖାଇବେ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ଛୁଆଙ୍କ ସ୍ବାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପଡିଥାଏ । ଛୁଆମାନେ ମଧ୍ୟ କମ୍ ବୟସରୁ ମେଦ ବହୁଳତାର ଶିକାର ହେଉଛନ୍ତି ।…

Breaking: ହାଇକୋର୍ଟଙ୍କ ନିଷ୍ପତ୍ତି, ତଳ-ଉପର ପଡିଆରେ ହେବ ବାଲିଯାତ୍ରା

କଟକ: ବାଲିଯାତ୍ରା ନେଇ ବଡ ଅପଡେଟ୍। ଚଳିତ ଥର ଉପର ପଡିଆରେ ହେବ ବାଲିଯାତ୍ରା । ଉପର ପଡିଆରେ ବାଲିଯାତ୍ରା ନେଇ ଅନୁମତି ଦେଲେ ହାଇକୋର୍ଟ । ତଳ ପଡିଆ ସହିତ ଉପର ପଡିଆରେ ମଧ୍ୟ ହେବ ବାଲିଯାତ୍ରା । ଚଳିତ ବର୍ଷ ଉଭୟ ଉପର…

ତହସିଲ୍ ଅଫିସ୍ ଦୌଡନ୍ତୁନି, ଡିସେମ୍ବର 30 ସୁଦ୍ଧା ସ୍କୁଲକୁ ମିଳିବ ଜମି ପଟ୍ଟା: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଏଣିକି ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ପଟ୍ଟା । ଏନେଇ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ । ସବୁ ସ୍କୁଲକୁ ଜମି ପଟ୍ଟା ଦିଆଯିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ଘୋଷଣା କରିଛନ୍ତି । ଡିସେମ୍ବର 30 ସୁଦ୍ଧା…

16ବର୍ଷରୁ କମ୍ ବୟସର ଛୁଆ ବ୍ୟବହାର କରିପାରିବେନି ସୋସିଆଲ ମିଡିଆ, ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଛୁଆଙ୍କ କ୍ଷେତ୍ରରେ ସୋସିଆଲ ମିଡିଆର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ବାରା ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଶରୀର ଉପରେ ପ୍ରଭାବ ପଡୁଛି । ଏନେଇ ଏନେକ କଟକଣା କରାଯିବା…