ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର! ଜନ୍ମ ହେଲା ଦୁଇଟି ମୁହଁ ଏବଂ ତିନୋଟି ଆଖି ଥିବା ବାଛୁରୀ
ନୂଆଦିଲ୍ଲୀ: ସଂସାରରେ ଯାହା ସବୁ ହୁଏ ସବୁ ଭଗବାନଙ୍କ ଇଚ୍ଛା ବୋଲି କୁହାଯାଏ । ଉତ୍ତର ପ୍ରଦେଶର ବାଗପତର ଟିକ୍ରି ସହରରେ, ଏକ ଗାଈ ଦୁଇଟି ମୁହଁ ଏବଂ ତିନୋଟି ଆଖି ଥିବା ଏକ ବାଛୁରୀକୁ ଜନ୍ମ ଦେଇଛି । ଏହାର ଦୁଇଟି ମୁହଁ…