ଶୁଭମନ ଗିଲଙ୍କ ଯୋଗୁଁ ଗୌତମ ଗମ୍ଭୀରଙ୍କୁ ମିଳିଲା ‘lifeline’, ପୂର୍ବତନ ଭାରତୀୟ କ୍ରିକେଟର ଦେଲେ ଚେତାବନୀ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନ ଟେଷ୍ଟରେ ଭାରତର ଐତିହାସିକ 336 ରନର ବିଜୟ କେବଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ 1-1 ସମାନ କରିନଥିଲା, ବରଂ ଭାରତୀୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପାଇଁ ମଧ୍ୟ ବଡ଼…