ମହଙ୍ଗା Laptop ଶସ୍ତାରେ କିଣିବାକୁ ଚାହୁଁଛନ୍ତି କି, ଦୀପାବଳି ସେଲରେ ଏହାର ଦାମ୍ ରହିଛି ଶସ୍ତା

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆଲୋକର ପର୍ବ ଦୀପାବଳି । ଏନେଇ ବିଭିନ୍ନ ପ୍ଲାଟଫର୍ମରେ ସେଲ ଆରମ୍ଭ ହୋଇଛି । ଯଦି ଆପଣ ଏକ ଭଲ ଲାପଟପ୍ କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏହା ଉପଯୁକ୍ତ ସମୟ । ଦିୱାଲୀ ଅବସରରେ ଆମାଜନ…

24 ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତି କେତେଥର ନିଶ୍ବାସ ନିଏ? ସଂଖ୍ୟା ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମନୁଷ୍ୟ ବଞ୍ଚିବା ପାଇଁ ମୁଖ୍ୟତଃ ନିଶ୍ବାସର ଆବଶ୍ୟକତା ରହିଥାଏ । ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ଆମେ ସମସ୍ତେ ପ୍ରତିଦିନର ଏକ ଅଂଶ ହୋଇଥାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଜଣେ…

ଦାନା ଲ୍ୟାଣ୍ଡଫଲ କଲା, ସକାଳ 8ଟାରୁ ବିମାନ ଚଳାଚଳ ସ୍ବାଭାବିକ ହେଲା

ନୁଆଦିଲ୍ଲୀ: ଲ୍ୟାଣ୍ଡଫଲ କଲା ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ସକାଳ 8ଟାରୁ ସ୍ବାଭାବିକ ହେଲା ବିମାନ ସେବା ।  ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗକୁ ଦୃଷ୍ଟିରେ ରଖି ଗତକାଲି…

ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’, ଓଡ଼ିଶାର ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ

ଭୁବନେଶ୍ବର: ବଙ୍ଗୋପସାଗରରେ ବଳ ଗୋଟାଇ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ଏହାର ପ୍ରଭାବରେ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ବର୍ଷା ଏବଂ ପବନ ଜାରି ରହିଛି । ସନ୍ଧ୍ୟା 5ଟାରୁ ଘୋଟି ଆସିଛି ଅନ୍ଧାର । ସନ୍ଧ୍ୟା…

ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ, ଆସନ୍ତାକାଲି ଏହି ଜିଲ୍ଲାରେ ଛୁଟି ରହିବ ସ୍କୁଲ

ଭୁବନେଶ୍ବର: ମାଡି ଆସୁଛି ବାତ୍ୟା ଦାନା । ଆଜି ମଧ୍ୟରାତ୍ରୀରେ ଧାମରା-ଭିତରକନିକା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍ । ତେବେ ଏନେଇ ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଥିବା ବେଳେ ତଳିଆ ଅଞ୍ଚଳ ଲୋକଙ୍କୁ…

Cyclone Update: କମିଲା ବାତ୍ୟା ଦାନାର ବେଗ, ଘଣ୍ଟାପ୍ରତି 10 କିମି ବେଗରେ ଆସୁଛି

ଭୁବନେଶ୍ବର: ବାତ୍ୟା ଦାନା ଯେତିକି ପାଖେଇ ପାଖେଇ ଆସୁଛି ଲୋକଙ୍କ ମନରେ ଛନକା ମଧ୍ୟ ସେତିକି ବୃଦ୍ଧି ପାଇବାରେ ଲାଗିଛି । ଧାମରା ଠାରୁ 180 କିମି ଦୂରରେ ରହିଛି ବାତ୍ୟାର ଦାନା । 10 କିମି ବେଗରେ ଉପକୂଳ ଆଡକୁ ମାଡି…

Pushpa 2 ; ବଦଳିଲା ପୁଷ୍ପା-2 ରିଲିଜ ତାରିଖ, 6ରେ ନୁହେଁ…

ନୂଆଦିଲ୍ଲୀ: ପରିବର୍ତ୍ତନ ହେଲା ପୁଷ୍ପା-2ର ରିଲିଜ ତାରିଖ । ପୂର୍ବରୁ ଡିସେମ୍ବର 6 ତାରିଖରେ ରିଲିଜ ହେବା ନେଇ ଘୋଷଣା କରାଯାଇଖିବା ବେଳେ ବର୍ତ୍ତମାନ ତାରିଖରେ ପରିବର୍ତ୍ତନ ହୋଇଥିବା ନେଇ ଅଲ୍ଲୁ ଅର୍ଜୁନ…

MBBS ଅପଗ୍ରେଡ୍‌ ଲିଷ୍ଟ ନେଇ ସାନି ନୋଟିସ୍‌, ଟାଇମ ଲାଇନ ପରିବର୍ତ୍ତନ କଲା OJEE

ଭୁବନେଶ୍ବର:  MBBS, BDS କାଉନସେଲିଂ ପାଇଁ ନୋଟିସ୍ । ତୃତୀୟ ରାଉଣ୍ଡ କାଉନସେଲିଂ ପାଇଁ ନୂଆ ନୋଟିସ୍ । ଟାଇମ୍ ଲାଇନ ପରିବର୍ତ୍ତନ କଲା OJEE । ସାନି ନୋଟିସ ଜାରି କରି ବାତ୍ୟା ପାଇଁ 30ରେ ରିପୋର୍ଟିଂ ପାଇଁ…

Cyclone Dana: 180 କିଲୋମିଟର ଦୂରରେ ବାତ୍ୟା, ରାତି 3ଟାରେ ଲ୍ୟାଣ୍ଡଫଲ୍! ସକାଳ ଯାଏଁ ରଚିବ ତାଣ୍ଡବ

ଭୁବନେଶ୍ବର: ବାତ୍ୟା ନେଇ ସାମ୍ନାକୁ ଆସିଲା ବଡ ଖବର । ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା। ରାତିରେ ଲ୍ୟାଣ୍ଡଫଲ ହେବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।  ପାରାଦ୍ବୀପରୁ 180…

Gold Price Hike: ସୁନା ଦର 80 ହଜାର ପାର୍, Diwali ପୂର୍ବରୁ କାହିଁକି ବଢୁଛି ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢିଚାଲିଛି ସୁନାଦର । 10 ଗ୍ରାମ ସୁନାର ଦାମ୍ 80 ହଜାର ପାର୍ କରିଛି । ତେବେ କିଛିଦିନ ହେବ ଚର୍ଚ୍ଚା ହେଉଛି ଯେ, ସୁନାର ଦାମ ଧନତେରସ ପୂର୍ବରୁ 1 ଲକ୍ଷ ଟଙ୍କାରେ ପହଞ୍ଚିବ । ତେବେ…