ରାତିରେ ଶୋଇବା ପରେ ବାରମ୍ବାର ପାଣି ପିଇବାକୁ ଉଠୁଥିଲେ ସାବଧାନ ! ହୋଇପାରେ ଏହି ରୋଗର ଲକ୍ଷଣ
ନୂଆଦିଲ୍ଲୀ: ଅନେକ ଲୋକ ରାତିରେ ଶୋଷ ଯୋଗୁଁ ବାରମ୍ବାର ଉଠିପଡ଼ନ୍ତି । ପ୍ରାୟତଃ ଏହାକୁ ଏକ ସାଧାରଣ ଅଭ୍ୟାସ ଭାବରେ ବିବେଚନା କରାଯାଏ, କିନ୍ତୁ ଯଦି ଏହି ଅଭ୍ୟାସ ଜାରି ରହେ, ତେବେ ଏହା ଏକ ଗମ୍ଭୀର ରୋଗର ସଙ୍କେତ ମଧ୍ୟ…