IPL 2025: RCBର 17 ବର୍ଷର ବନବାସ ଶେଷ..ପଞ୍ଜାବକୁ ହରାଇ ପ୍ରଥମ ଥର ହାତେଇଲା ଟାଇଟେଲ
ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୧୭ ବର୍ଷର ଲମ୍ବା ଅପେକ୍ଷାର ଅନ୍ତ ଘଟିଛି । ଗତ ୧୭ ବର୍ଷ ମଧ୍ୟରେ ଅନେକ ଥର ପରାଜୟ ଏବଂ ଉପହାସର ସମ୍ମୁଖୀନ ହୋଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ପ୍ରଥମ ଥର…