Bali Yatra 2024: ନଭେମ୍ବର ମାସରେ ବିଶ୍ବପ୍ରସିଦ୍ଧ ବାଲିଯାତ୍ରା, ଆଜିଠୁ ଆରମ୍ଭ ହେଲା ପ୍ଲଟ ପଞ୍ଜିକରଣ

କଟକ: ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ପାଖେଇ ଆସୁଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବାଲିଯାତ୍ରାରେ ଷ୍ଟଲ ଖଣ୍ଡେ ପାଇବା ପାଇଁ ବ୍ୟବସାୟୀମାନେ ବ୍ୟାକୁଳ ହୋଇଥାନ୍ତି ।  …

ଯେତେଦିନ ଯାଏଁ ପାଣ୍ଡିଆନ ଥିବେ, ସେତେଦିନ ଯାଏଁ ବିଜେଡି ଆସିବ ନାହିଁ : ପାଟ୍ଟଶାଣୀ

ଭୁବନେଶ୍ବର(ଓଡିଶା ଭାସ୍କର): ପାଣ୍ଡିଆନଙ୍କୁ ନେଇ ସମାଲୋଚନା ଥମିବାର ନାଁ ନେଉନାହିଁ । ବିଜେଡି ପରାଜୟର କାରଣ ପାଣ୍ଡିଆନ ବୋଲି ଅନେକ ଦାବି କରୁଛନ୍ତି । ଅମର ଶତପଥିଙ୍କ ପରେ ଆଜି ମୁହଁ ଖୋଲି ବଡ ବୟାନ ଦେଇଛନ୍ତି…

(Video) ପ୍ରକୃତିର ଲାଇଟ୍ ସୋ! ଆକାଶରୁ ଖସିଲା ବିଜୁଳି, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ତାମିଲନାଡୁର ରାଜଧାନୀ ଚେନ୍ନାଇ ସମେତ ଆଖପାଖ ଅଞ୍ଚଳରେ ବର୍ଷା ସହିତ ବିଜୁଳି ଘଡଘଡି ଜାରି ରହିଛି । ଲଗାଣ ବର୍ଷାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବା ବେଳେ ଘରେ ରହିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି…

ଦଶହରା ଛୁଟିରେ ବୁଲି ଆସିଥିଲେ ମାମୁଁଘର, ପୋଖରୀରେ ବୁଡି ଭାଇ-ଭଉଣୀ ମୃତ

ଭୁବନେଶ୍ବର: କାଳ ସାଜିଲା ମଙ୍ଗଳବାର । ଗାଧୋଇବା ପାଇଁ ଆସିଥିବା ବେଳେ ବୁଡିଗଲେ ଭାଇ ଭଉଣୀ । ପୋଖରୀରେ ବୁଡି ଭାଇଭଉଣୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଉଭୟଙ୍କର ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।…

ମାର୍କେଟକୁ ଆସିଲା Samsung Galaxy Ring, AI ଫିଚର ସାଙ୍ଗକୁ ରହିଛି ହେଲଥ ଚେକଅପ୍

ନୂଆଦିଲ୍ଲୀ: ଗ୍ୟାଜେଟ ନିର୍ମାତା କମ୍ପାନୀ ସାମସଙ୍ଗ ଚଳିତ ବର୍ଷ ଜୁଲାଇ ମାସରେ ପ୍ୟାରିସର ଅନପ୍ୟାକ ଇଭେଣ୍ଟରେ ସାମସଙ୍ଗ ଗାଲାକ୍ସି ରିଙ୍ଗର(Samsung Galaxy Ring) ଘୋଷଣା କରିଥିଲା । ଏହି ଇଭେଣ୍ଚରେ Galaxy Z Fold…

(Viral Video): ଭୁଲିପାରିଲାନି ପ୍ରେମିକ! ବାହାଘରରେ ଆସି ପ୍ରେମିକା ମୁଣ୍ଡରେ ମାରିଲା 5ଥର ସିନ୍ଦୁର, ତାପରେ…

ନୂଆଦିଲ୍ଲୀ: ଯେତେବେଳେ ବିବାହ ବର-କନ୍ୟାଙ୍କର ସହମତିରେ ହୁଏ ନାହିଁ ସେତେବେଳେ କୌଣସି ଅଘଟଣ ଘଟିବାର ସମ୍ଭାବନା ରହିଥାଏ । ଏଭଳି ସ୍ଥଳରେ ପୁଅ ଝିଅ ଫେରାର ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେବେ ଏଭଳି ଏକ ଅନୁରୂପ…

ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର, ଏତିକି ଉପସ୍ଥାନ ନଥିଲେ ଦେଇପାରିବେନି ପରୀକ୍ଷା

ଭୁବନେଶ୍ବର: 2025 ମସିହାରେ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । CBSE ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ପାଇଁ 75 ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ । 2025 ମସିହାରେ ବୋର୍ଡ ପରୀକ୍ଷା…

ଏହି ସବୁ ଲକ୍ଷଣ ଥିଲେ ହୋଇଯାଆନ୍ତୁ ସାବଧାନ ! ହୋଇଥାଇପାରେ ପେଟ କର୍କଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମହାମାରୀର ରୂପ ନେବାକୁ ବସିଛି କ୍ୟାନ୍ସର । ପ୍ରତିଦିନ ହଜାର ହଜାର ଲୋକେ ଏହି ରୋଗର ଶିକାର ହେଉଥିବା ବେଳେ ଶହଶହ ଲୋକେ ପ୍ରାଣ ମଧ୍ୟ ହରାଉଛନ୍ତି । ତେବେ କ୍ୟାନ୍ସର ଅନେକ ପ୍ରକାରର…

ପ୍ରବଳ ବର୍ଷାକୁ ନେଇ ଆଲର୍ଟ; ସ୍କୁଲ ଛୁଟି, IT କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ:  ଗୋଟିଏ ପଟେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ଭୋର ସମୟରେ ଶୀତ ଆରମ୍ଭ ହେବାକୁ ବସିଥିବା ବେଳେ ଅନ୍ୟପଟେ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ପ୍ରବଳ ବର୍ଷା ଦେଖାଯାଇଛି । ରାସ୍ତାଘାଟ ଜଳମଗ୍ନ ଦେଖାଯାଇଛି । ତେବେ…