ମହିଳା ଆଙ୍କର ଖବର ପଢ଼ୁିଥିବା ବେଳେ ଷ୍ଟୁଡିଓ ଉପରେ ଆଟାକ୍, ଚେୟାର ଛାଡି ଭୟରେ ଦୌଡିଲେ.. ଭାଇରାଲ ହେଉଛି Video
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଶେଷ ହେଉନାହିଁ । ଇସ୍ରାଏଲ ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି । ତେହେରାନରେ ଏକ ସିଧା ପ୍ରସାରଣ ସମୟରେ ଇସ୍ରାଏଲୀ ଲଢ଼ୁଆ ବିମାନ ସରକାରୀ ଟେଲିଭିଜନ ମୁଖ୍ୟାଳୟ ଉପରେ…