ଇଚ୍ଛା ଅନୁସାରେ ବଦଳିଲାନି ଟିଭି ଚ୍ୟାନେଲ..କାନ୍ଦି କାନ୍ଦି ଘରୁ ଯାଇ ଗଛରେ ଝୁଲିପଡ଼ିଲେ
ନୂଆଦିଲ୍ଲୀ; ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୧୦ ବର୍ଷୀୟା ଝିଅ ସାମାନ୍ୟ କଥାକୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ଟିଭି ରିମୋଟ୍ ପାଇଁ ଭାଇଭଉଣୀଙ୍କ ସହ…