ଇମୋସନାଲ କାର୍ଡ ଖେଳିଲେ ଦିଦି, ଧାରଣାରତ୍ତ ଡାକ୍ତରଙ୍କୁ ଭେଟିବା ସହିତ ଦେଲେ ସାନ୍ତ୍ବନା
କୋଲକାତା: କୋଲକାତା ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନ୍ୟାୟ ପାଇଁ ମାସେ ହେଲା ଡାକ୍ତରମାନେ ଧାରଣାରେ…