IPL 2025 Final RCB vs PBKS: ଫାଇନାଲ୍ ମ୍ୟାଚରେ 190 ରନ୍ କରିଲା ବେଙ୍ଗାଲୁରୁ, କିଏ ହେବ ଚାମ୍ପିଅନ୍?

ନୂଆଦିଲ୍ଲୀ: ଆଜି IPL 2025 ର ଫାଇନାଲ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ । ପଞ୍ଜାବ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା । ଫାଇନାଲ ମ୍ୟାଚରେ ପ୍ରଥମେ…

(Video) ଭାଇରାଲ ହେଉଛି ସ୍କୁଲ ପିଲାଙ୍କ ଚୁମେଶ୍ବରୀ ଡ୍ୟାନ୍ସ, ଜୁନିଅର NTR ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଯୁଗରେ ପିଲାମାନେ ବହୁତ ଉନ୍ନତ ହୋଇଗଲେଣି । ବର୍ତ୍ତମାନ ସମୟରେ ଛୋଟ ଛୁଆ ମଧ୍ୟ ଫୋନ ପାଇଁ ଜିଦି କରୁଛି । ଏବେ ସ୍କୁଲ ପିଲାମାନଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । କମ୍ ବୟସରେ…

Breaking: ଭୁବନେଶ୍ବରରେ ଘର ଭୁଶୁଡ଼ି ଚାପି ହୋଇଗଲେ 3 ଶ୍ରମିକ

ଭୁବନେଶ୍ବର: ଘର ଭୁଶୁଡ଼ି ଚାପି ହୋଇଗଲେ 3 ଜଣ ଶ୍ରମିକ । ଏଭଳି ଅଭାବନୀୟ ଘଟଣା ଘଟିଛି  ଭୁବନେଶ୍ବର ସ୍ଥିତ ପୋଖରୀଫୁଟ ଲିଙ୍ଗରାଜ ବିହାରରେ । ଖବର ଅନୁସାରେ, ଏକ ପୁରୁଣା କୋଠାର ଛାତ ଭାଙ୍ଗିବା ବେଳେ ହଠାତ୍ ପିଲର…

Mercury Transit in Gemini: ମିଥୁନ ରାଶିକୁ ଗୋଚର କରିବେ ବୁଧ, ଏହି ବ୍ୟକ୍ତି ହେବେ ମାଲାମାଲ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚରର ବିଶେଷ ଗୁରୁତ୍ୱ ରହିଛି । ଗ୍ରହମାନଙ୍କର ରାଶି ପରିବର୍ତ୍ତନ ନିଶ୍ଚିତ ଭାବରେ ସମସ୍ତ 12ଟି ରାଶିର ଜୀବନ ଉପରେ କିଛି ପ୍ରଭାବ ପକାଇଥାଏ । ଏହି କ୍ରମରେ,…

RCB vs PBKS Final Match: ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ପଞ୍ଜାବ, ବ୍ୟାଟିଂ କରିବ ବେଙ୍ଗାଲୁରୁ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2025ର ଫାଇନାଲରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପଞ୍ଜାବ କିଙ୍ଗ୍ସ (PBKS) ସହିତ ମୁକାବିଲା ହେବାକୁ ଯାଉଛି । ଏହି ଟାଇଟଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି…

(Video) ଜୋତା ପିନ୍ଧି ଇନ୍ଦିରା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କଲେ ରାହୁଲ, ବିଜେପି କହିଲା ଇଟାଲୀୟ ସଂସ୍କୃତି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଭୋପାଳ ଗସ୍ତରେ ଥିଲେ । ତାଙ୍କ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଏହି ଭିଡିଓରେ ରାହୁଲ…

ପୁରୀ-ରାଉରକେଲା ବନ୍ଦେ ଭାରତର ସାପ୍ତାହିକ ବନ୍ଦ ଦିବସ ବଦଳିଲା, ଏଣିକି ଶନିବାରେ ଚାଲିବ ଏହି ଦିନ ବନ୍ଦ ରହିବ

ନୂଆଦିଲ୍ଲୀ: ପରିବର୍ତ୍ତନ ହେଲା ବନ୍ଦେ ଭାରତର ବନ୍ଦ ରହିବା ତାରିଖ ।  ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଆଉ ଶନିବାର ଦିନ ବନ୍ଦ ରହିବନି । ଏହି ବାରକୁ ପରିବର୍ତ୍ତନ କରାଯାଇ ମଙ୍ଗଳବାର କରାଯାଇଛି । ଏଣିକି ଶନିବାର…

Pitru Paksha 2025: କେବେ ଆରମ୍ଭ ହେବ ପିତୃପକ୍ଷ, ଜାଣନ୍ତୁ ଶ୍ରାଦ୍ଧ କଲେ କଣ ହୁଏ

ନୂଆଦିଲ୍ଲୀ: ପିତୃପକ୍ଷକୁ ହିନ୍ଦୁ ଧର୍ମରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ । ଏହି ସମୟ ମୁଖ୍ୟତଃ ପୂର୍ବପୁରୁଷଙ୍କ ପିଣ୍ଡଦାନ, ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଉତ୍ସର୍ଗୀକୃତ । ଯାହା ୧୫ ଦିନ…

ନନ୍ଦାହାଣ୍ଡିରେ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟଣା, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନବରଙ୍ଗପୁର ନନ୍ଦାହାଣ୍ଡିରେ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।…

ଭାରତ-ଋଷ ମଧ୍ୟରେ ବନ୍ଧୁତାକୁ ନେଇ କାହିଁକି ଆପତ୍ତି ଉଠାଉଛି ଆମେରିକା? ଜାଣନ୍ତୁ ପ୍ରକୃତ କାରଣ

ନୂଆଦିଲ୍ଲୀ: ଭାରତ ଆମେରିକାକୁ ତା'ର ବନ୍ଧୁ ବୋଲି ମାନିଥିଲା କିନ୍ତୁ ଏବେ ତା'ର ପ୍ରକୃତ ଚେହେରା ସାମ୍ନାକୁ ଆସୁଛି । ଆମେରିକାର ନିଜ ଅଧିକାରୀମାନେ ଭାରତ ବିରୁଦ୍ଧରେ ତା'ର ପ୍ରକୃତ ଚେହେରାକୁ ଖୋଲିବା ଆରମ୍ଭ କରିଛନ୍ତି…