ବଢୁଛି ଜଳସ୍ତର; ହୀରାକୁଦ ଡ୍ୟାମର ଖୋଲାଗଲା ୧୬ଟି ଗେଟ୍‌

ସମ୍ବଲପୁର: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ସମୁଦାୟ ୧୬ଟି ଗେଟ ଦେଇ ନିଷ୍କାସନ କରୁଛି ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ଇନଫ୍ଲୋ ବଢିବା ମଧ୍ୟରେ ଆଜି ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍ ଖୋଲିଛନ୍ତି ହୀରାକୁଦ ବନ୍ଧ…

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିବ କି ଜାମିନ? ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସିବିଆଇ ମାମଲାରେ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଅର୍ଥାତ ଆଜି ଶୁଣାଣି କରିବେ। ଏହା ବ୍ୟତୀତ ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ…

କୁକୁଡ଼ା ଚାଷ ଉପରେ କଟକଣା, ପୁରୀ ପ୍ରଶାସନର ବଡ଼ ନିଷ୍ପତ୍ତି

ପୁରୀ: ରାଜ୍ୟରେ ବାର୍ଡ ଫ୍ଲ୍ୟୁ ଦିନକୁ ଦିନ ବଢିବାରେ ଲାଗିଛି। ଖାସକରି ପୁରୀ ଜିଲ୍ଲାରେ ଏହା ସଂକ୍ରମିତ ହୋଇଛି। ତେବେ ଏହାକୁ ଦୃଷ୍ଟିରେ ରଖି କୁକୁଡ଼ା ଚାଷ ଉପରେ କଟକଣା ଲଗାଯାଇଛି। ଏହି କଟକଣା ପୁରୀ ପ୍ରଶାସନ ପକ୍ଷରୁ…

CSIR UGC NET 2024ର ରେଜଲ୍ଟ ଜାରି, ପରୀକ୍ଷାର୍ଥୀ ଏଠାରେ ଡାଉନଲୋଡ କରନ୍ତୁ ନିଜର ସ୍କୋରକାର୍ଡ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) 12 ସେପ୍ଟେମ୍ବର 2024 ରେ CSIR UGC NET ପରୀକ୍ଷାର ଫଳାଫଳ ଘୋଷଣା କରିଛି। ଏହି ବର୍ଷର ମିଳିତ CSIR UGC NET ପରୀକ୍ଷା ପାଇଁ ଆସିଥିବା ପ୍ରାର୍ଥୀମାନେ CSIR ର…

ଟିକେଟ ନ ମିଳିବାରୁ ସଭାମଝିରେ କାନ୍ଦିଲେ କଂଗ୍ରେସ ନେତା, କହିଲେ ମୋର ରାଜନୈତିକ ହତ୍ୟା ଘଟିଛି

ନୂଆଦିଲ୍ଲୀ: ହରିୟାଣାର ପୂର୍ବତନ କଂଗ୍ରେସ ବିଧାୟକ ଲଳିତ ନାଗର ୫ ଅକ୍ଟୋବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଟିକେଟ ମିଳିଲାନାହିଁ। ଏଥିପାଇଁ ସେ ଆଜି ସଭା ମଝିରେ କାନ୍ଦିଛନ୍ତି। ସେ କହିଛନ୍ତି ଯେ, ସେ ନିଜ…

Microsoft 365 ଆଉଟେଜ ହଜାର ହଜାର ୟୁଜର୍ସଙ୍କୁ କରୁଛି ପ୍ରଭାବିତ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ୩୬୫ ଏକ ଗୁରୁତ୍ୱପୁର୍ଣ୍ଣ ଆଉଟେଜକୁ ଅନୁଭବ କରିଛି, ଯେଉଁଥିରେ ବିଶ୍ୱ ସ୍ତରରେ ହଜାର ହଜାର ୟୁଜର୍ସ ପ୍ରଭାବିତ ହୋଇଛନ୍ତି। ଆଉଟେଜ ମନିଟରିଂ ୱେବସାଇଟ Downdetector.com ଦ୍ୱାରା ବ୍ୟବଧାନକୁ…

ଜୁନିଅର ଡାକ୍ତରଙ୍କ ସହ ମିଟିଙ୍ଗ ବାତିଲ ହେବା ପରେ ମମତା ବାନାର୍ଜୀଙ୍କ ବଡ଼ ବୟାନ, କହିଲେ-ଲୋକଙ୍କ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ତାଙ୍କୁ ପଦ ପାଇଁ କୌଣସି ଲୋଭ ନାହିଁ। ସେ ଲୋକଙ୍କ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି। ମମତା ବାନାର୍ଜୀ ଗୁରୁବାର ସଂଧ୍ୟାରେ ଆନ୍ଦୋଳନ…

‘ସେ ମୋର ବନ୍ଧୁ ଥିଲେ..’, ସୀତାରାମ ୟେଚୁରୀଙ୍କ ଦେହାନ୍ତରେ ରାହୁଲ ଗାନ୍ଧୀଙ୍କ ଶୋକଭରା ପୋଷ୍ଟ

ନୂଆଦିଲ୍ଲୀ: କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସେପ୍ଟେମ୍ବର ୧୨ ଗୁରୁବାର ଦିନ ଦେହାନ୍ତ ହୋଇଛି। ସେ ୭୨ ବର୍ଷ ବୟସର ଥିଲେ ଏବଂ ଦୀର୍ଘ ସମୟ ଧରି…

Budh Asta 2024: ସୋସିଆଲ ମିଡିଆରେ ଭାବିଚିନ୍ତି କରନ୍ତୁ ପୋଷ୍ଟ ଏବଂ କମେଣ୍ଟ, ନଚେତ ଭୋଗିବେ ସମସ୍ୟା

ଓଡ଼ିଶା ଭାସ୍କର: ବୁଧ ଅସ୍ତ ହେବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧ ଗ୍ରହ ୧୪ ସେପ୍ଟେମ୍ବର ୨୦୨୪ ରେ ସିଂହ ରାଶିରେ ଅସ୍ତ ହେବେ। ଏହା ଅସ୍ତ ହେବା ମାତ୍ରେ ବୁଧଙ୍କ ଶକ୍ତି ହ୍ରାସ ପାଇବ। ବୁଧଙ୍କ ଖରାପ…

(Video) ୩୦ ବର୍ଷୀୟ କନ୍ୟାର ୨୦ଟା ସ୍ୱାମୀ! ୭-୮ଜଣ ମରିଗଲେ ଆଉ ବାକି ଛାଡିକି ପଳେଇଲେ, ଜାଣନ୍ତୁ ଏହି ମହିଳାଙ୍କ କାହାଣୀ

ନୂଆଦିଲ୍ଲୀ: ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ୩୦ ବର୍ଷୀୟ ଜଣେ ମହିଳା ୨୦ଥର ବିବାହ କରିଥିବା ଦାବି କରାଯାଉଛି। ଏତେ ବିବାହ ହେବା ପରେ ମଦ୍ୟ ମହିଳା ଅବିବାହିତ ଅଛନ୍ତି। ଏହି ଅଜବ ଘଟଣା ବିହାର ପାଟଣାର ଅଟେ।…