ଭୁଶୁଡ଼ିଲା ମନ୍ଦିରର ପାଚେରି, ଚାପିହୋଇ ୮ଜଣ ଶ୍ରଦ୍ଧାଳୁଙ୍କର ଚାଲିଗଲା ପ୍ରାଣ

ବିଶାଖାପାଟଣା: ସକାଳୁ ସକାଳୁ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ବିଶାଖପାଟଣା ସୀମାଞ୍ଚଳମ ମନ୍ଦିରରେ ଏହି ବଡ଼ ଅଘଟଣ ଘଟିଛି। ଏହି ମନ୍ଦିରର ପାଚରି ଭୁଶୁଡ଼ିବାରୁ ୮ଜଣ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ସୂଚନା…

ପ୍ରେମିକାକୁ ଭେଟିବା ପାଇଁ ବିଲ୍ଡିଂରେ ଚଢୁଥିଲା ପ୍ରେମିକ, ଗାର୍ଲଫ୍ରେଣ୍ଡର ବାପା ମାରିଦେଲା ଗୁଳି, ଯୁବକ ମୃତ

ନୂଆଦିଲ୍ଲୀ:ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଇଟାୱାର ଚୌବିଆ ଥାନା ଅଞ୍ଚଳ ଅନ୍ତର୍ଗତ ଖେଡା ହେଲୁ ଗାଁରେ ସୋମବାର ବିଳମ୍ବିତ ରାତିରେ ପ୍ରେମ ସମ୍ପର୍କ ଯୋଗୁଁ ଜଣେ…

କଟକରେ NIAର ୩ ଜଣିଆ ଟିମ୍‌, ପହଲଗାମ୍ ଆତଙ୍କୀ ହମଲାର ମୁକସାକ୍ଷୀଙ୍କ ଘରେ ପହଞ୍ଚିଲେ

କଟକ: ପହଲଗାମ୍ ଆତଙ୍କୀ ହମଲାର ମୁକସାକ୍ଷୀଙ୍କ ଘରେ ପହଞ୍ଚିଲେ ଏନଆଇଏ ଟିମ୍ । କଟକ ଦେଉଳସାହିରେ ଏନଆଇଏର ୩ ଜଣିଆ ଟିମ୍ ଉପସ୍ଥିତ ଅଛନ୍ତି । ରଞ୍ଜିତ ଭୋଳଙ୍କ ଘରେ ପହଞ୍ଚି ୨ ଘଣ୍ଟାର ପଚରାଉଚରା କରିଛନ୍ତି ।…

Bank Holidays in May: ମେ’ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଆଜି ହିଁ ଚେକ୍ କରନ୍ତୁ ମାସିକ ଛୁଟି ତାଲିକା

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ମେ’ ମାସ ଆରମ୍ଭ । ଯଦି ଏହି ମାସରେ ଆପଣଙ୍କ କିଛି ବ୍ୟାଙ୍କ ସମ୍ବନ୍ଧୀୟ କାମ ରହିଥାଏ, ତେବେ ଏହା ପୂର୍ବରୁ ଛୁଟି ତାଲିକା ଉପରେ ଧ୍ୟାନ ଦିଅନ୍ତୁ । ମେ’ରେ ୧୨ ଦିନ ବ୍ୟାଙ୍କ ବନ୍ଦ…

ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ଅବକାରୀ ନୀତି, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା

ଭୁବନେଶ୍ୱର: ମଦ ପିଉଥିବା ଏବଂ ବ୍ୟବସାୟୀଙ୍କ ପାଇଁ ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଲାଗୁହେବାକୁ ଯାଉଛି ନୂଆ ଅବକାରୀ ନୀତି । ଏ ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ରହିଛି । ସେ କହିଛନ୍ତି ଯେ,…

‘ଆୟୁଷ୍ମାନ ଚିକିତ୍ସାରେ ଅବହେଳା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ’, ତାଗିଦ୍ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆୟୁଷ୍ମାନ ଚିକିତ୍ସାରେ ଅବହେଳା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଘରୋଇ ହସ୍ପିଟାଲକୁ ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ‘ଆୟୁଷ୍ମାନ ପ୍ୟାକେଜ ବଢାଇବାକୁ ଯୋଜନା…

ଘରୋଇ ସ୍କୁଲଗୁଡ଼ିକୁ ତାଗିଦ୍ କଲେ ଗଣଶିକ୍ଷା ମନ୍ତ୍ରୀ, କହିଲେ- ଏମିତି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ତାଗିଦ୍ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଯେ, ତାଗିଦ୍ ସତ୍ତ୍ୱେ କିଛି ସ୍ଥାନରେ ଖୋଲା ରହୁଛି ସ୍କୁଲ । ଏ ନେଇ ଗଣଶିକ୍ଷା ବିଭାଗ ଅନୁଧ୍ୟାନ କରୁଛି…

ଅକ୍ଷୟ ତୃତୀୟାର ଦିନକ ପୂର୍ବରୁ ମହଙ୍ଗା ହେଲା ସୁନା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ

ନୂଆଦିଲ୍ଲୀ: ସୁନାର ମୂଲ୍ୟ ଏକ ଲକ୍ଷ ପାରି କରିବା ସତ୍ତ୍ୱେ ଏହା କମିଛି ସତ । ହେଲେ ଅକ୍ଷୟ ତୃତୀୟାର ପୂର୍ବ ଦିନ ଅର୍ଥାତ ଆଜି ସୁନା ଦର ବଢିଯାଇଥିବା ଦେଖିବାକୁ ମିଳିଛି । ସୋମବାର ତୁଳନାରେ ମଙ୍ଗଳବାର ଏହି ସୁନା ଦର…

CM KISAN YOJANA: ଆସନ୍ତାକାଲି ଚାଷୀ ପାଇବେ ସିଏମ୍ କିଷାନ ଟଙ୍କା, ଅକ୍ଷୟ ତୃତୀୟାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ଚାଷୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ ସିଏମ୍ କିଷାନ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତ୍ୟେକ ଚାଷୀ…

ଆରବିଆଇର ୧୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌କୁ ନେଇ ନୂଆ ନିର୍ଦ୍ଦେଶ, ବ୍ୟାଙ୍କରେ ହଇଚଇ

ନୂଆଦିଲ୍ଲୀ: ୧୦୦ ଏବଂ ୨୦୦ ଟଙ୍କା ନୋଟ୍ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମସ୍ତ ବ୍ୟାଙ୍କକୁ ଏକ ବଡ଼ ନିର୍ଦ୍ଦେଶ ଦିଆଯାଇଛି। ଏହି କାରଣରୁ ବ୍ୟାଙ୍କଗୁଡ଼ିକରେ ହଇଚଇ ସୃଷ୍ଟି ହୋଇଛି। ବ୍ୟାଙ୍କିଙ୍ଗ…