ପାକିସ୍ତାନୀ ମିସାଇଲ ଫୁସ୍: ଭଙ୍ଗା ଖଣ୍ଡ ଖସିଲା ପଞ୍ଜାବ ବିଲରେ, ଭାରତୀୟ ସେନାର ବଡ଼ ସଫଳତା
ନୂଆଦିଲ୍ଲୀ: ଭାରତ-ପାକ୍ ସୀମାର ଅମୃତସରର ଅଟାରୀ ଅଞ୍ଚଳରେ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଛି। ଏହି ଗାଁର ଘର ଏବଂ ବିଲରେ ଜଳିଯାଇଥିବା ମିସାଇଲ ଖଣ୍ଡ ଖସିଛି।
କୁହାଯାଉଛି ଯେ, ଏହି ଖଣ୍ଡ ପାକିସ୍ତାନ ପକ୍ଷରୁ ଚାଳନ…