୨୪ ଘଣ୍ଟାରେ ଭିତରେ ଆଉ ଏକ ଲଘୁଚାପ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ମତ୍ରାଧିକ ବର୍ଷା ଯୋଗୁଁ ବୁଡିଯାଉଛି ରାସ୍ତା ଘାଟ । ଏହାରି ମଧ୍ୟରେ ଆଉ ଏକ ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ୭…

ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସାମ୍ବାଦିକମାନଙ୍କ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବରଗଡ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର ପ୍ରଶିକ୍ଷଣ କକ୍ଷ୍ୟ ରେ ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ଆସନ୍ତା ଅଗଷ୍ଟ ୧୦ ରୁ ୧୯ ପଯ୍ୟନ୍ତ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ (MDA) ପାଇଁ ସାମ୍ବାଦିକ ମାନଙ୍କ ଏକ…

୫୦ ହଜାର କର୍ମଚାରୀଙ୍କୁ ୧୦ ଦିନର ଛୁଟି, ଦୀପାବଳିରେ ବି ମିଳିବ ଲମ୍ବା leave

ନୂଆଦିଲ୍ଲୀ: ସୁରଟ ସ୍ଥିତ ହୀରା ଉତ୍ପାଦନ ବ୍ୟବସାୟ କିରଣ ଜେମ୍ସର ୫୦ ହଜାର କର୍ମଚାରୀଙ୍କୁ ୧୭ ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ଛୁଟି ଦିଆଯାଉଛି । ସାରା ଦୁନିଆର ବଜାର ପଲିସି କରାଯାଇଥିବା ଡାଇମଣ୍ଡର ଡିମାଣ୍ଡ ଖୁବ ଜୋରରେ…

୨୦୫ ଭାରତୀୟଙ୍କୁ ବାଂଲାଦେଶରୁ ଦିଲ୍ଲୀ ଆଣିଲା ଏୟାର ଇଣ୍ଡିଆ ଫ୍ଲାଇଟ

ନୂଆଦିଲ୍ଲୀ: ବାଂଲାଦେଶର ହିଂସା ଏବଂ ବିରୋଧ ମଧ୍ୟରେ ଅନେକ ଭାରତୀୟ ସେଠାରେ ଫଶି ରହିଥିଲେ । ଏଥିରୁ ଅନେକ ଛାତ୍ର ମଧ୍ୟ ଥିଲେ । ବୁଧବାର ଦିନ ଏୟାର ଇଣ୍ଡିଆର ସ୍ପେଶାଲ ଫ୍ଲାଇଟ ୨୦୫ ଭାରତୀୟଙ୍କୁ ନେଇ ନୂଆଦିଲ୍ଲୀରେ…

ପିଏମ ମୋଦୀ ଜାରି କଲେ ବିଗ ବ୍ୟାଙ୍ଗ ନମ୍ବର, ଜାଣନ୍ତୁ ଭାରତର ମାର୍କେଟ କ୍ୟାପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥବ୍ୟବସ୍ଥାରେ ନିଜର ବିଗ ବ୍ୟାଙ୍ଗ ନମ୍ବର ଜାରି କରିଛନ୍ତି । ଏହା ଅଧୀନରେ ଭାରତର ବଜାର କ୍ୟାପ ୫.୫ ଟ୍ରିଲିୟନ ଡଲାର ବୋଲି କୁହାଯାଉଛି । ଏହା ଭାରତୀୟଙ୍କ…

ପୁଣି ମଣିଷ ମସ୍ତିଷ୍କରେ ଚିପ ଲଗାଇଲା Neuralink, ଜାଣନ୍ତୁ ପରେ କ’ଣ ଘଟିଲା

ନୂଆଦିଲ୍ଲୀ: ଟେକ୍ନୋଲୋଜୀ ଦୁନିଆରେ ଆମେରିକାର ବିଜନେସମ୍ୟାନ ଏବଂ ସବୁଠାରୁ ଧନୀ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି । କାରଣ ସେମାନେ ନୂଆ ନୂଆ ଟେକ୍ନୋଲୋଜୀ ଆଡ କରୁଛନ୍ତି । ଏହାରି ମଧ୍ୟରେ ଏଲନ ମସ୍କଙ୍କ…

ଆଠଗଡ଼ ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍‌, ୪ଟି ସ୍ଥାନରେ ଚଢାଉ

କଟକ: ସକାଳୁ ସକାଳୁ କଟକ ଆଠଗଡ଼ ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ ପଡିଛି । ବିଡିଓ ପ୍ରଦୀପ ସାହୁଙ୍କ ଘରେ ରେଡ୍ ପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି । ଖୋର୍ଦ୍ଧା, ଭୁବନେଶ୍ୱର, ନୟାଗଡ଼ ଓ…

(Video) ରାହୁଲ ଗାନ୍ଧୀଙ୍କୁ ଉପହାର ଦେଲେ ମୋଚି, ଫୋନ ଲଗାଇ କହିଲେ ‘ବାଃ ଭାଇ ବାଃ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସୁଲତାନପୁରର ଜଣେ ମୋଚି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଉପହାର ପଠାଇଛନ୍ତି । ରାୟବରେଲୀ ସାଂସଦଙ୍କୁ ଉପହାରରେ ମିଳିଥିବା ଜୋତା ଏତେ ପସନ୍ଦ ଆସିଛି ଯେ, ସେ ସଙ୍ଗେ ସଙ୍ଗେ ସେହି ଜୋତାକୁ…

ଏକ୍ସର ମାଲିକ ଏଲନ ମସ୍କଙ୍କ ବଡ଼ ଘୋଷଣା; ଟ୍ୱିଟରର ଐତିହାସିକ ଅଫିସ ହେବ ବନ୍ଦ

ନୂଆଦିଲ୍ଲୀ: ଏଲନ ମସ୍କ ଏକ୍ସକୁ ନେଇ ଆଉ ଏକ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଅଫିସରେ ଟ୍ୱିଟର ଅଗ୍ରଗତି କରିଛି ସେହି ଅଫିସକୁ ବର୍ତ୍ତମାନ ବନ୍ଦ କରାଯିବ । ସୋସିଆଲ ମିଡିଆ କମ୍ପାନୀ ନିଜର ସାନ୍ ଫ୍ରାନ୍ସିସ୍କୋରେ ଥିବା…

ଏସବିଆଇକୁ ମିଳିଲା ନୂତନ ଅଧ୍ୟକ୍ଷ, ଚଲ୍ଲା ଶ୍ରୀନିବାସୁଲୁ ଶେଟ୍ଟୀ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ନୂଆ ଚେୟାରମ୍ୟାନ ମିଳିଛି । ସରକାର ମଙ୍ଗଳବାର ଦିନ ଚଲ୍ଲା ଶ୍ରୀନିବାସୁଲୁ ଶେଟ୍ଟୀଙ୍କୁ ଏହି ପଦବୀ ପାଇଁ ଚୟନ କରିଛନ୍ତି । ତାଙ୍କର କାର୍ଯ୍ୟକାଳ ୨୮ ଅଗଷ୍ଟରୁ ୩ ବର୍ଷ…