ଦିନ ସାରା ACରେ ବସିଲେ ତ୍ୱଚାରୁ ପଳାଏ କୋମଳତା, ଏପରି କରନ୍ତୁ ହାଇଡ୍ରେସନ ମେଣ୍ଟେନ

ଓଡ଼ିଶା ଭାସ୍କର: ଗ୍ରୀଷ୍ମ ଋତୁରେ ତ୍ୱଚା ଏବଂ କେଶ ବହୁମାତ୍ରାରେ ପ୍ରଭାବିତ ହୋଇଥାଏ । ଏଥିରୁ ବଞ୍ଚବା ପାଇଁ ଆମେ ଏସିରେ ବସିବାକୁ ପସନ୍ଦ କରୁ । ହେଲେ ଏଥିରେ ଅଧିକ ବସିବା ଆପଣଙ୍କ ତ୍ୱଚା ଏବଂ କେଶର ଡ୍ରାଏନେସ ବଢିପାରେ…

ସେପ୍ଟେମ୍ବରରେ ହେବ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ, ଖୁଲାସା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନର ଆୟୋଜନ ଖୁବଶୀଘ୍ର ହୋଇପାରେ । କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ସୋମବାର ଦିନ କହିଛନ୍ତି ଯେ, ରାଜ୍ୟରେ ବିଧାନସଭା ନିର୍ବାଚନର ଆୟୋଜନ ସେପ୍ଟେମ୍ବରରେ କରାଯିବ ।…

ଇଣ୍ଡିଗୋରେ ଆରମ୍ଭ ହେଲା ବିଜନେସ କ୍ଲାସ, ୧୨ ରୁଟରେ ମିଳିବ ସର୍ଭିସ, ଓବେରୋଇ ହୋଲେରୁ ଆସିବ ଖାଇବା

ନୂଆଦିଲ୍ଲୀ: ଦେଶରେ ନମ୍ବର ୱାନ ଏୟାରଲାଇନ ଇଣ୍ଡିଗୋକୁ ଭାରତରେ ୧୮ ବର୍ଷ ପୁରା ହେବାକୁ ଯାଉଛି । ଏହି ସୁଯୋଗରେ ଇଣ୍ଡିଗୋ ୧୨ ରୁଟରେ ବିଜନେସ କ୍ଲାସ ସର୍ଭିସେଜ ଇଣ୍ଡିଗୋ ଷ୍ଟ୍ରେଚ ଆରମ୍ଭ ହେବାର ନିଷ୍ପତ୍ତି ନେଇଛି ।…

କାଂସ୍ୟ ଲକ୍ଷ୍ୟଭେଦ କରିପାରିଲେନି ଲକ୍ଷ୍ୟ ସେନ, ଜିତୁ ଜିତୁ ହାରିଗଲେ ମ୍ୟାଚ

ନୂଆଦିଲ୍ଲୀ: ଲକ୍ଷ୍ୟ ସେନଙ୍କୁ ବ୍ୟାଡମିଣ୍ଟନ ମେନ୍ସ ସିଙ୍ଗଲ୍ସ ବ୍ରୋଞ୍ଜ ମେଡାଲ ମୁକାବିଲାରେ ମାଲେସିଆର ଲି ଜି ଜିୟାଙ୍କଠାରୁ ହାରିବାକୁ ପଡିଛି । ଏହି ହାରିବାରେ ଲକ୍ଷ୍ୟଙ୍କୁ ମେଡାଲ ଜିତିବାର ସ୍ୱପ୍ନ ଭାଙ୍ଗି ଚୁରମାର…

ବାଂଲାଦେଶରେ ସେନା ଶାସନ, ଶେଖ ହସିନାଙ୍କ ଇସ୍ତଫା ପରେ ସେନା ମୁଖ୍ୟଙ୍କ ବଡ଼ ଘୋଷଣା

ଢାକା: ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଭଉନୀଙ୍କୁ ଧରି ଦେଶ ଛାଡିଛନ୍ତି । କିଛି ମିଡିଆ ରିପୋର୍ଟସରେ ଦାବି କରାଯାଇଛି ଯେ, ସେ ଭାରତର ଅଗରତାଲା ପହଞ୍ଚିସାରିଛନ୍ତି ।…

(Video) ଶେଖ ହସିନାଙ୍କ ଶାଢୀ ଚୋରି କଲେ ବିକ୍ଷୋଭକାରୀ, PM ଆବାସରେ ଲୁଟ ସହ ଭଙ୍ଗାରୁଜା

ନୂଆଦିଲ୍ଲୀ: ବାଂଲାଦେଶର ସଙ୍କଟ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି । ହିଂସା ମଧ୍ୟରେ ବିକ୍ଷୋଭକାରୀ, ପ୍ର୍ରଧାନମନ୍ତ୍ରୀଙ୍କ ଆବାସରେ ପଶି ଭଙ୍ଗାରୁଜା ସହ ଚୋରି କରିଛନ୍ତି । ବିକ୍ଷୋଭକାରୀ…

ବାଂଲାଦେଶ ସଙ୍କଟ: ବର୍ଡରରେ BSF ଜାରି କଲା ହାଇ ଆଲର୍ଟ, ଏସ.ଜୟଶଙ୍କର ହେଲେ ଆକ୍ଟିଭ

ନୂଆଦିଲ୍ଲୀ: ବାଂଲାଦେଶରେ ଅନ୍ଦୋଳନ ଏବଂ ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଚନ୍ତି । ସୁଚନା ମୁତାବକ ସେ ବାଂଲାଦେଶ ଛାଡିଦେଇଛନ୍ତି । ଏହି ସଙ୍କଟ ମଧ୍ୟରେ ସୀମା ଉପରେ କୌଣସି ଅଘଟଣ ଗଟଣାର ମୁକାବିଲା…

Delhi liquor scam case: ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ, ଏବେ SC ଯିବେ ସିଏମ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କଠାରୁ ଏକ ଶକ୍ତ ଝଟକା ଲାଗିଛି । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଅବେଦନକୁ ଖାରଜ କରିଦେଇଛନ୍ତି । ବର୍ତ୍ତମାନ…

କଟିଯାଇଛି କି ଚାଲାଣ ଏବଂ ଦେବାକୁ ଚାହୁଁନାହାନ୍ତି ଗୋଟିଏ ବି ଟଙ୍କା, ଏଠାରେ ଜାଣନ୍ତୁ ସମାଧାନର ଉପାୟ

ନୂଆଦିଲ୍ଲୀ: ଭାରତରେ ଦୈନନ୍ଦିନ ଲୋକେ ଟ୍ରାଫିକ ଚାଲାଣ କଟିବା ସମସ୍ୟା ଦେଇ ଗତି କରୁଛନ୍ତି । ବେଳେବେଳେ ଆମ ଅଜାଣତରେ ବି ଚାଲାଣ କଟିଯାଇଥାଏ । କଣ ଆପଣଙ୍କ ସହ ଏହା ଘଟିଛି କି, ବିନା ଦୋଷରେ ଟ୍ରାଫିକ ପୋଲିସ ଆପଣଙ୍କ…

(Video) ପିଏମ ଶେଖ ହସୀନା ଦେଲେ ଇସ୍ତଫା, ହେଲିକପ୍ଟରରେ ଆସିଲେ ଭାରତ

ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହାପରେ ସେ ସାମରିକ ହେଲିକପ୍ଟରରେ ଭାରତ ଗସ୍ତ କରିଥିବାର ଖବର ସାମ୍ନାକୁ ଆସିଛି । ବାଂଲାଦେଶର ସେନା ପ୍ରଧାନମନ୍ତ୍ରୀ ଶେଖ…