NEET ପରୀକ୍ଷା ପାଇଁ କଡ଼ା ସୁରକ୍ଷା: ବନ୍ଦ ହେଲା ୧୬୫ ଟେଲିଗ୍ରାମ ଚ୍ୟାନେଲ୍
ଭୁବନେଶ୍ୱର: ଆଜି ଦ୍ୱିପ୍ରହର ୨ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନିଟ୍ ପରୀକ୍ଷା। ଏଥିପାଇଁ ୧୬୫ ଟେଲିଗ୍ରାମ ଚ୍ୟାନେଲ ବନ୍ଦ ହୋଇଛି। ଏହି ପରୀକ୍ଷା ପୂର୍ବରୁ ୩୨ଟି ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ ହୋଇଛି। ଏହି ଆକାଉଣ୍ଟ…