ଆପଣଙ୍କ କାରରେ ପୁରୁଣା FashTag ଲାଗିଛି କି? ହୋଇଯାଆନ୍ତୁ ସତର୍କ, ବଦଳିଗଲା ଏହି ୭ଟି ନିୟମ

ନୂଆଦିଲ୍ଲୀ: ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଫାଷ୍ଟାଗ ଅତ୍ୟନ୍ତ ଆବଶ୍ୟକ ହୋଇଯାଇଛି । ଏହା ମାତ୍ର ଟୋଲ ପ୍ଲାଜା ଉପରେ ସମୟ ସହ ଟଙ୍କାକୁ ମଧ୍ୟ ସଞ୍ଚୟ କରିଥାଏ । ଯଦି ଆପଣ କାରରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ଫାଷ୍ଟାଗ…

ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ: ଠାବ ହେଲା ଏତିକି ସମ୍ପତ୍ତି

ବାଲେଶ୍ୱର: ଆଜି ସକାଳୁ ସକାଳୁ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଚଢାଉ ସମୟରେ ଜଣାପଡିଛି ଏହି ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ୮୫ଟି ପ୍ଲଟ ରହିଛି ବୋଲି ଜଣାପଡିଛି । ଡେଲାଙ୍ଗରେ…

ମହାରାଷ୍ଟ୍ରରେ ବଦଳିଯିବ ଔରଙ୍ଗାବାଦ-ଓସମାନାବାଦର ନାମ, ଏହି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ମହାରାଷ୍ଟ୍ରର ଦୁଇଟି ସହରର ନାମ ପରିବର୍ତ୍ତନ ମାମଲାର ଶୁଣାଣି କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ଜରିଆରେ ରାଜ୍ୟର ଔରଙ୍ଗାବାଦର ନାମ ପରିବର୍ତ୍ତନ କରି ଛତ୍ରପତି ସମ୍ଭାଜୀ ନଗର…

ବାଦଲଫଟା ବର୍ଷା ପରେ ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ

ଶିମଲା: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ପରେ ଭୂମିକମ୍ପ ଅନୁଭୂତ ହୋଇଛି । ପୁଣି ଥରେ ଏଠାରେ ଭୂମିକମ୍ପର ହାଲୁକା ଝଟକା ଲାଗିଛି । ଶୁକ୍ରବାର ସକାଳେ ଏହି ଝଟକା ଅନୁଭୂତ ହୋଇଛି । ଗତ ୪୮ ଘଣ୍ଟାରେ ଦ୍ୱିତୀୟ ଥର ପାଇଁ…

NEET Paper Leak Case: ଦ୍ୱିତୀୟ ଥର ହେବନି ପରୀକ୍ଷା, ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ: ନିଟ୍ ପେପର ଲିକ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ବଡ଼ଧରଣ ପେପର ଲିକ ହୋଇଥିବା ଜଣାପଡିନି । କେବଳ ପାଟନା ଓ ହଜାରୀବାଗରେ ପେପର ଲିକ ସୀମିତ ରହିଛି ।…

Moto Edge 50 ଭାରତରେ ହେଲା ଲଞ୍ଚ, ଏହି ଦମଦାର ଫିଚର ଫୋନରେ ମିଳିବ ୨୦୦୦ ଟଙ୍କାର ଡିସକାଉଣ୍ଟ

ନୂଆଦିଲ୍ଲୀ: ମୋଟୋରୋଲା ଅନେକ ଫୋନ ଭାରତରେ ଲଞ୍ଚ କରିଛି । ଏହାରି ମଧ୍ୟରେ କମ୍ପାନୀ ଆଉ ଏକ ନୂଆ ସ୍ମାର୍ଟଫୋନର ନାମ ମଧ୍ୟ ଯୋଡିଛି, ଯାହାର ନାମ Moto Edge 50 ଅଟେ । ଏହି ଫୋନକୁ ବର୍ତ୍ତମାନ ଅଫିସିଆଲ ଭାବେ ଭାରତରେ…

‘ଚାହା-ବିସ୍କୁଟ ରଖି ଇଡି ଅଧିକାରୀଙ୍କୁ ମୁଁ ଅପେକ୍ଷା କରିଛି..’, ଜାଣନ୍ତୁ କାହିଁକି ଏପରି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ କହିଛନ୍ତି ଯେ, ୨୯ ଜୁଲାଇରେ ସଂସଦରେ ଦିଆଯାଇଥିବା ତାଙ୍କର ଚକ୍ରବ୍ୟୁହ ଭାଷଣ ପରେ…

Big Breaking: ବରିଷ୍ଠ ସାମ୍ବାଦିକ ଡ.ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ସମଗ୍ର ଓଡ଼ିଶା ପାଇଁ ଏକ ଦୁଃଖଦ ଖବର । ବରିଷ୍ଠ ସାମ୍ବାଦିକ ଡ.ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକ ବିଭାଗର ପୂର୍ବତନ ଏଚଓଡି…

ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର: ସକାଳୁ ସକାଳୁ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ଆୟ…

ହୀରାକୁଦର ୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ହୀରାକୁଦରେ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପାଖରେ ୪ଟି ଡାହାଣ ପାଖର ୨ଟି ଗେଟ ଦେଇ ପାଣି ନିଷ୍କାସିତ ହେଉଛି । ସେହିପରି ଗତକାଲି ହୀରାକୁଦରେ ୧୪ଟି ଗେଟ ଖୋଲା ଥିବା ବେଳେ, ଗୁରୁବାର…