କଟକକୁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ, ଲୋକଙ୍କୁ ସତର୍କ କଲା ପାଣିପାଗ ବିଭାଗ

କଟକ: ରାଜ୍ୟରେ ଜାରି ରହିଛି ବର୍ଷା । ଏହାରି ମଧ୍ୟରେ ପାଣିପାଗ ବିଭାଗ ପ୍ରବଳ ବର୍ଷା ଯୋଗୁଁ କଟକକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଆଗମୀ ୨ ଘଣ୍ଟା ପାଇଁ ପାଣିପାଗ କେନ୍ଦ୍ର ସତର୍କ କରିଛି । ସତର୍କ ସୂଚନାରେ…

ହୀରାକୁଦର ୧୪ଟି ଗେଟ୍ ଖୋଲା, ନିଷ୍କାସିତ ହେଉଛି ୨ ଲକ୍ଷ ୪୫ ହଜାର ୪୨୧ କ୍ୟୁସେକ ବନ୍ୟାଜଳ

ସମ୍ବଲପୁର: ହୀରାକୁଦରେ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୦୯.୨୯ ଫୁଟ୍ ରହିଛି । ଏଥିସହ ୧ ଲକ୍ଷ ୩୯ ହଜାର ୯୪୯ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୨ ଲକ୍ଷ ୪୫…

Breaking: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ରାଜନଗର: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା । ଦୀର୍ଘ ୩ ମାସ ପରେ ଏହି ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଭିତରକନିକା ଖୋଲିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।…

ଆପଣ ବ୍ୟବହାର କରୁଛନ୍ତି କି ଏହି ମିଲ୍କ ପାଉଡର? ଅପମିଶ୍ରଣ କରିଛି ବୋଲି କୋର୍ଟରେ ନିଜେ ମାନିଲା କମ୍ପାନୀ

ନୂଆଦିଲ୍ଲୀ: ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ମିଲ୍କ ପାଉଡର ଆମ ଶରୀର ପାଇଁ କେତେ କ୍ଷତିକାରକ ତାହା କାହାରିକୁ ଜଣା ନାହିଁ । ତେବେ ଏହା ଆମେ ନୁହେଁ ନିଜେ ମିଲ୍କ ପାଉଡର ପ୍ରସ୍ତୁତ କରୁଥିବା କମ୍ପାନୀ କହୁଛି । ସେ…

Microsoft ର ଅଫିସ ଏବଂ କ୍ଲାଉଡ ସର୍ଭିସରେ ପୁଣି ସମସ୍ୟା, ଚିନ୍ତାରେ ଲକ୍ଷ ଲକ୍ଷ ୟୁଜର୍ସ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଆଜି ପୁଣିଥରେ କିଛି ଅଫିସ ଆପ୍ଲିକେସନ ଏବଂ କ୍ଲାଉଡ ସେବାଗୁଡିକରେ ସମସ୍ୟା ଦେଖାଯିବାର ସୂଚନା ଦେଇଛି । କମ୍ପାନୀ ନିଜ ଆଜୁର କ୍ଲାଉଡ ସେବାଗୁଡିକର ପ୍ରବେଶ ଉପରେ ନଜର ରଖିବା ପାଇଁ ଡିଜାଇନ…

୬୦ ଲକ୍ଷ ଶିଶୁଙ୍କ ଉପରେ ବନ୍ୟା ସଙ୍କଟ; UNICEF ର ବଡ଼ ଦାବି

ନୂଆଦିଲ୍ଲୀ: କେରଳର ୱାୟନାଡରେ ଲଗାତାର ବର୍ଷା ଯୋଗୁଁ ଭୂ-ସ୍ଖଳନରେ ଅନେକ ଲୋକଙ୍କ ପ୍ରାଣହାନି ଘଟିଛି । ଏପର୍ଯ୍ୟନ୍ତ ଭୂ-ସ୍ଖଳନ କାରଣରୁ ୧୧୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଲୋକେ ଆହତ ହୋଇଛନ୍ତି । ଏହି ଘଟଣା…

ଫ୍ଲିପକାର୍ଟର ନକଲି ଲିଙ୍କ ପ୍ରତି ରୁହନ୍ତ ସାବଧାନ, ବ୍ରାଣ୍ଡ ପ୍ରଡକ୍ଟର ମୂଲ୍ୟକୁ କମାଇ ଲୁଟୁଛନ୍ତି ଟଙ୍କା, ପଢନ୍ତୁ ରିପୋର୍ଟ

ଭୁବନେଶ୍ୱର: ବିଭିନ୍ନ ଅନଲାଇନ ସପିଂ ସାଇଟରେ ବେଳେ ବେଳେ ବିଗ ବିଲିୟନ ଡେ କିମ୍ବା କମ ଟଙ୍କାରେ ବ୍ରାଣ୍ଡ ଜିନିଷ କିଣିବାକୁ ସୁଯୋଗ ମିଳିଥାଏ । ତେବେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବତୀ ନକଲି…

ମହାଭାରତରେ ଚକ୍ରବ୍ୟୁହର ଜ୍ଞାନ କେଉଁମାନଙ୍କୁ ଜଣାଥିଲା? ଜାଣନ୍ତୁ କାହିଁକି ଫସିଯାଇଥିଲେ ଅଭିମନ୍ୟୁ

ଓଡ଼ିଶା ଭାସ୍କର: ରାହୁଲ ଗାନ୍ଧୀଙ୍କ ମହାଭାରତର ଚକ୍ରବ୍ୟୁହର ବିବୃତ୍ତି ଭାଇରାଲ ହେବାରେ ଲାଗିଛି । ଆପଣ ଜାଣିଛନ୍ତି କି ମହଭାରତର ଯୁଦ୍ଧରେ ଚକ୍ରବ୍ୟୁହର ଜ୍ଞାନ କେଉଁ ଯୋଦ୍ଧାମାନଙ୍କୁ ଜଣାଥିଲା, ଆସନ୍ତୁ ଜାଣିବା..…

ଏଣିକି ଏକସାଙ୍ଗରେ ତିନୋଟି ରାଇଡ କରିପାରିବେ ବୁକ୍‌, Uber ଭାରତରେ ଲଞ୍ଚ କଲା ନୂଆ ସର୍ଭିସ

ନୂଆଦିଲ୍ଲୀ: କ୍ୟାବ ବୁକିଙ୍ଗ ଆପ ଉବେର ଭାରତରେ Concurrent Rides ନାମକ ଏକ ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚର୍ସ ଜରିଆରେ ୟୁଜର୍ସ ଏକସଙ୍ଗରେ ତିନୋଟି ରାଇଡ ବୁକ କରିପାରିବ । ୟୁଜର ଏହି ଫିଚରର ବ୍ୟବହାର କରି…

‘ରାହୁଲ ଗାନ୍ଧୀଙ୍କର ଡ୍ରଗ୍ସ ଟେଷ୍ଟ ହେବା ଆବଶ୍ୟକ..’, ଲୋକସଭାରେ LoP ଉପରେ କଙ୍ଗନା ରାଣାୱତଙ୍କ ଅଭିଯୋଗ

ନୂଆଦିଲ୍ଲୀ: ମଣ୍ଡିର ବିଜେପି ସାଂସଦ ଏବଂ ଫିଲ୍ମ ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କର ଡ୍ରଗ୍ସ ଟେଷ୍ଟ ହେବା ଆବଶ୍ୟକ । ସେ କହିଛନ୍ତି ରାହୁଲ ଗାନ୍ଧୀ ସର୍ବଦା ନିଶାରେ ରୁହନ୍ତି, ତାଙ୍କର…