ଏଣିକି ଏକସାଙ୍ଗରେ ତିନୋଟି ରାଇଡ କରିପାରିବେ ବୁକ୍‌, Uber ଭାରତରେ ଲଞ୍ଚ କଲା ନୂଆ ସର୍ଭିସ

ନୂଆଦିଲ୍ଲୀ: କ୍ୟାବ ବୁକିଙ୍ଗ ଆପ ଉବେର ଭାରତରେ Concurrent Rides ନାମକ ଏକ ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚର୍ସ ଜରିଆରେ ୟୁଜର୍ସ ଏକସଙ୍ଗରେ ତିନୋଟି ରାଇଡ ବୁକ କରିପାରିବ । ୟୁଜର ଏହି ଫିଚରର ବ୍ୟବହାର କରି…

‘ରାହୁଲ ଗାନ୍ଧୀଙ୍କର ଡ୍ରଗ୍ସ ଟେଷ୍ଟ ହେବା ଆବଶ୍ୟକ..’, ଲୋକସଭାରେ LoP ଉପରେ କଙ୍ଗନା ରାଣାୱତଙ୍କ ଅଭିଯୋଗ

ନୂଆଦିଲ୍ଲୀ: ମଣ୍ଡିର ବିଜେପି ସାଂସଦ ଏବଂ ଫିଲ୍ମ ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କର ଡ୍ରଗ୍ସ ଟେଷ୍ଟ ହେବା ଆବଶ୍ୟକ । ସେ କହିଛନ୍ତି ରାହୁଲ ଗାନ୍ଧୀ ସର୍ବଦା ନିଶାରେ ରୁହନ୍ତି, ତାଙ୍କର…

‘ସରକାରଙ୍କୁ ଦେଢ଼ ମାସ ପୁରିନି ଦରଦାମ ଆକାଶ ଛୁଆଁ, ଲୋକେ ହନ୍ତସନ୍ତ’, ମୁଲତବୀ ପ୍ରସ୍ତାବ ଉପରେ ମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର: ବର୍ତ୍ତମାନ ସାରା ରାଜ୍ୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ମୂଲ୍ୟ ବୃଦ୍ଧି ଘଟିଛି। ଏହାର ପ୍ରଭାବ କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ଦେଖିବାକୁ ମିଳିଛି। ଆଭ୍ୟନ୍ତରୀଣ ଉତ୍ପାଦନ ବ୍ୟତୀତ, ଡାଲି ଆଳୁ,…

ରାଜ୍ୟରେ ଆହୁରି ୫ ଦିନ ଯାଏଁ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଗତକାଲି ରାଜଧାନୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ତେବେ ଆହୁରି ୫ ଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୩୧ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ…

ଶାହରୁଖ ଖାନଙ୍କ ଆଖିରେ ସମସ୍ୟା, ମୁମ୍ବାଇରେ ହୋଇପାରିଲାନି ଚିକିତ୍ସା, ଯିବେ ଆମେରିକା

ମୁମ୍ବାଇ: ବଲିଉଡ଼ର କିଙ୍ଗ ଖାନ ଶାହରୁଖ ଖାନଙ୍କୁ ନେଇ ବର୍ତ୍ତମାନ ଏକ ଦୁଃଖଦ ଖବର ରହିଛି । ଅଭିନେତାଙ୍କୁ କିଛି ସମୟ ପୂର୍ବରୁ ଅଂଶୁଘାତ କାରଣରୁ ହସ୍ପିଟାଲ ନିଆଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ଆଖିରେ ସମସ୍ୟା…

ଭୂତ ଫିଲ୍ମ ଦେଖିଲେ କାହିଁକି ଲାଗେ ଡର, ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ଓଡ଼ିଶା ଭାସ୍କର: ଭୂତ ଫିଲ୍ମ ଦେଖିବା ବହୁତ ଲୋକଙ୍କର ପ୍ରଥମ ପସନ୍ଦ । ହରର ଫିଲ୍ମକୁ ଦେଖି ଅନେକ ଲୋକଙ୍କ ଭୟରେ ତଣ୍ଟି ଶୁଖିଯାଏ । ହାଥ-ଗୋଡ ଫୁଲିଯାଏ, ଅନେକଥର ଚେତାଶୂନ୍ୟ ବି ହୋଇଯାଆନ୍ତି । ଦୁର୍ବଳ ଲୋକଙ୍କ…

ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ, ଜୟରାମ ରମେଶ ପଚାରିଲେ- କେବେ ଯିବେ ମଣିପୁର?

ନୂଆଦିଲ୍ଲୀ: କଂଗ୍ରେସର ମହାସଚିବ ଜୟରାମ ରମେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁକ୍ରେନ ଗସ୍ତକୁ ନେଇ ବର୍ଷିଛନ୍ତି । ଜୟରାମ ରମେଶ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିଛନ୍ତି ଯେ, କଣ ସେ ୟୁରୋପୀୟ…

ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଅତ୍ୟଧିକ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ । ଏ ନେଇ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା ରହିଛି । ହୀରାକୁଦକୁ ଇନ୍ ଫ୍ଲୋ କମୁଛି । ଆଗକୁ ବର୍ଷା ହେଲେ ବି ଏବେ ବନ୍ୟାର ଆଶଙ୍କା…

‘ମନ୍ କି ବାତ୍‌’ରେ ସମ୍ବଲପୁରୀ ଶାଢ଼ି କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘ମନ୍ କି ବାତ୍‌’ରେ ସମ୍ବଲପୁରୀ ଶାଢ଼ି କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ, ଦେଶରେ ହ୍ୟାଣ୍ଡଲୁମ ଧାଢ଼ିର ଚାହିଦା ବଢିବାରେ ଲାଗିଛି । ହ୍ୟାଣ୍ଡଲୁମ ଶାଢ଼ି ଲୋକଙ୍କ ଭିତରେ…

ବୈତରଣୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ, ଆଖଣ୍ଡଳମଣିକୁ ପାଣି ନେବାକୁ ଆସିଥିଲେ

ଯାଯପୁର: ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାରୁ ଶୈବ ଭକ୍ତମାନେ ପାଣି କାନ୍ଧରେ ନେଇ ଶିବ ଲିଙ୍ଗ ଉପରେ ଜଳାଭିଶେକ କରୁଛନ୍ତି । ବିଶ୍ୱାସ ରହିଛି ଯେ, ଏହା କରିବା ଦ୍ୱାରା ଅନେକ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ…