ଶୀତ ଦିନ ସକାଳେ ଖାଆନ୍ତୁ ଗୋଟିଏ ମୁଠା ଭିଜାଯାଇଥିବା ଚିନାବାଦାମ, ଆସିବନି ହାର୍ଟଆଟାକ୍‌!

ଓଡ଼ିଶା ଭାସ୍କର: ଚିନାବାଦାମ ସ୍ୱାସ୍ଥ୍ୟ ପାଇଁ ପୋଷକ ତତ୍ତ୍ୱର ପାୱାର ହାଉସ ବୋଲି କୁହାଯାଇଥାଏ। ଚିନାବାଦାମରେ ଏଭଳି ପୋଷକ ତତ୍ତ୍ୱ ରହିଛି ଯାହା ଆପଣଙ୍କ ଓଭରଅଲ ହେଲଥକୁ ପ୍ରମୋଟ କରିଥାଏ। ଚିନାବାଦାମରେ ଭିଟାମିନ-ଇ,…

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ିରେ ଦର୍ଶନ କରିବେ ଭକ୍ତ

ପୁରୀ: ନୂଆ ବର୍ଷ ପାଇଁ ଆଉ କେଇଟା ଦିନ ବାକି ରହିଛି। ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ନୂଆ ବ୍ୟବସ୍ଥା ଜାରି ହୋଇଛି। ନୂଆ ଆଇନ ଅନୁଯାୟୀ, ନୂଆ ବର୍ଷ ଅର୍ଥାତ ୨୦୨୫ ବର୍ଷ ଜାନୁଆରୀ ୧…

ପିଲାମାନଙ୍କ ସଂପତ୍ତି ଉପରେ ମାଆ-ବାପାଙ୍କ ଅଧିକାର କେତେ? ପୁଅ ଏବଂ ଝିଅଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ

ନୂଆଦିଲ୍ଲୀ: ମାଆ-ବାପାଙ୍କ ସଂପତ୍ତି ଉପରେ ପିଲାମାନଙ୍କ ଅଧିକାର ବିଷୟରେ ଆପଣ ଅନେକ କିଛି ଜାଣିଥିବେ, ହେଲେ କଣ ଆପଣଙ୍କୁ ପିଲାମାନଙ୍କ ସଂପତ୍ତି ଉପରେ ବାପା-ମାଆଙ୍କ ଅଧିକାର ବିଷୟରେ ଜଣାଅଛି? ଭାରତୀୟ ଉତ୍ତରାଧିକାରୀ…

ସ୍କୁଟି ସହ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ନବରଙ୍ଗପୁର: ରାଜ୍ୟରେ ତଥା ଦେଶରେ ଦୁର୍ଘଟଣା ମାମଲା ଥମିବାର ନାମ ନେଉନି। ଅନିୟନ୍ତ୍ରିତ ଏବଂ ଅନ୍ୟମନସ୍କ ହୋଇ ଗାଡ଼ି ଚଲାଇବାରେ ପ୍ରତିଦିନ ଶହ ଶହ ଲୋକଙ୍କ ପ୍ରାଣିହାନି ଘଟୁଛି। ତେବେ ଏହାରି ମଧ୍ୟରେ ନବରଙ୍ଗପୁରରୁ ଏକ…

ମାରାଥନ କାର୍ଯ୍ୟକ୍ରମରେ ଗୁଳିମାଡ଼, ଯୁବକ ଆହତ

ରାଉରକେଲା: ସକାଳୁ ସକାଳୁ ରାଉରକେଲାରୁ ଏକ ଅଘଟଣ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ମାରାଥନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳିମାଡ଼ ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ, ସେକ୍ଟର ୩ ଥାନା ସେକ୍ଟର ୨ ଛକରେ ଯୁବକଙ୍କୁ…

ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୫ ଜୀବନ, ୪୦ ଆହତ

ଓଡ଼ିଶା ଭାସ୍କର: ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିବା ସହ ୪୦ ଜଣ ଆହତ ହୋଇଥିବା ଜଣାପଡିଛି। ଛତିଶଗଡ଼ ବସ୍ତରରେ ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଘଟିଛି।…

ଆଜିର ଦିନ କେଉଁମାନଙ୍କ ପାଇଁ ରହିବ ଲକି, ପଢନ୍ତୁ ରବିବାର ରାଶିଫଳ

ଓଡ଼ିଶା ଭାସ୍କର: ଆଜି ପୌଷ କୃଷ୍ଣ ପକ୍ଷର ଉଦୟ ତିଥି ସପ୍ତମୀ ଏବଂ ରବିବାର। ସପ୍ତମୀ ତିଥୀ ଆଜି ରାତି 2:32 ପର୍ଯ୍ୟନ୍ତ ଚାଲିବ। ଆୟୁଷ୍ମାନ ଯୋଗ ଆଜି ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଜାରି ରହିବ। ତ୍ରିପୁଷ୍କର ଯୋଗ ଆଜି ରାତି…

Breaking: ପଞ୍ଚଲିଙ୍ଗେଶ୍ୱରରେ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ନୀଳଗିରି: ପ୍ରତିବର୍ଷ ଶୀତଦିନେ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଲୋକେ ଯୋଜନା କରିଥାଆନ୍ତି। ଏଥିପାଇଁ ବାହାର ରାଜ୍ୟର ପର୍ଯ୍ୟଟକମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣ କରିବା ପାଇଁ ଚୟନ କରିଥାଆନ୍ତି।…

Breaking: ଆସନ୍ତାକାଲି ବନ୍ଦ ରହିବ ଶିମିଳିପାଳ

ବାରିପଦା: ଶିମିଳିପାଳ ବୁଲିବାକୁ ଯାଉଥିଲେ, ଏହି ଖବର ଆପଣଙ୍କ ପାଇଁ। ଆସନ୍ତାକାଲି ଅର୍ଥାତ ରବିବାର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବାଘ ଅଭୟାରଣ୍ୟ ଶିମିଳିପାଳ। ରାଜ୍ୟରେ ଜାରି ରହିଥିବା ଝିପଝିପ ବର୍ଷା ଯୋଗୁଁ…

ସଞ୍ଜ ଆସିନି, ଘୋଟିଗଲା କଳା ଅନ୍ଧାର… ଦିନ ଦି ପହରେ ସାରା ଓଡ଼ିଶାକୁ ଗ୍ରାସିଲା ରାତି!

ଭୁବନେଶ୍ବର: ସମସ୍ତେ ଜାଣନ୍ତି ଯେ, ବର୍ଷକରେ ଏଭଳି ଏକ ଦିନ ରହିଥାଏ, ଯେଉଁଠାରେ ଦିନ ଛୋଟ ଏବଂ ରାତି ବଡ ହୋଇଥାଏ । ବର୍ତ୍ତମାନ ବର୍ଷ ସରିବା ପାଇଁ ଆଉ ଦିନ କେଇଟା ବାକି ରହିଥିବା ବେଳେ କେବେ ଛୋଟ ଦିନ ହେବ ତାକୁ…