ରିସର୍ଚ୍ଚରୁ ବଡ଼ ଖୁଲାସା: ସାମ୍ନାକୁ ଆସିଲା ଅଚାନକ କେଶ ଝଡ଼ି ଚନ୍ଦା ହେବାର ଅସଲ କାରଣ
ନୂଆଦିଲ୍ଲୀ: ମହାରାଷ୍ଟ୍ର ବୁଲଢାଣା ଜିଲ୍ଲାର ୧୮ଟି ଗ୍ରାମର ଲୋକେ ଚନ୍ଦାପଣର ଶିକାର ହୋଇଛନ୍ତି। ଏହି ଖବର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଶାସନ ପୂର୍ବରୁ ପାଣି ପିଇବା କାରଣ ଉପରେ ସନ୍ଦେହ ପ୍ରକାଶ କରିଥିଲା,…