ନିଲମ୍ବିତ ହେଲେ ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆ, ସୂଚନା ଦେଲେ ଖଣି ମନ୍ତ୍ରୀ
ଭୁବନେଶ୍ୱର: ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଖିଲାପ ପାଇଁ ସରକାର ନେଲେ କାର୍ଯ୍ୟନୁଷ୍ଠାନ । ରାଜେନ୍ଦ୍ରଙ୍କ କାର୍ଯ୍ୟ ଉପରେ ଥିଲା ତୀକ୍ଷଣ ନଜର । କାର୍ଯ୍ୟଶୈଳୀରେ ଉନ୍ନତି…